ଆମିବା ଯୋଗୁଁ ୧୫ ବର୍ଷୀୟ ବାଳକ ମୃତ, ସୁଇମିଂ ପୁଲରେ ଗାଧୋଇଥିବା ବେଳେ ନାକ ମାଧ୍ୟମରେ ପ୍ରବେଶ କରିଥିଲା
କେରଳର ଆଲ୍ଲାପୁଝା ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ବ୍ରେନ୍ ଇଟିଂ ଆମିବା ଦ୍ୱାରା ହୋଇଛି । ଆଲ୍ଲାପୁଝା ଜିଲ୍ଲାର ଦଶମ ଶ୍ରେଣୀର ଛାତ୍ର ଗାଧୋଇବା ସମୟରେ ତାଙ୍କ ନାକ ମାଧ୍ୟମରେ ପ୍ରବେଶ କରିଥିଲା ମସ୍ତିଷ୍କ ଖାଉଥିବା ଆମିବା। ଫଳରେ ଆଲ୍ଲାପୁଝା ପୋକାକାଲର ୧୫ ବର୍ଷୀୟ ଗୁରୁନାଥଙ୍କର…