Browsing Tag

amul milk price hike

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼, ଅମୁଲ କମ୍ପାନି ବଢ଼ାଇଲା କ୍ଷୀର ଦର

ଅମୁଲ ପୁଣି କ୍ଷୀର ଦର ବୃଦ୍ଧି କରିଛି। ଦିଲ୍ଲୀରେ ଏହାର ଦର ଲିଟର ପିଛା ୨ ଟଙ୍କା ବଢ଼େଇଛି। ଫୁଲ କ୍ରିମ ମିଲ୍‌କ ୬୧ ଟଙ୍କା ଜାଗାରେ ୬୩ ଟଙ୍କା ହୋଇଯାଇଛି। ନୂଆ ଦର ୧୫ ଅକ୍ଟୋବର ମାନେ ଆଜି ଶନିବାର ଠାରୁ ଲାଗୁ ହେବାକୁ ଯାଉଛି। ଏହା ପୂର୍ବରୁ ଦର ୧୭ ଅଗଷ୍ଟରେ ୨ ଟଙ୍କା ପ୍ରତି ଲିଟର ବୃଦ୍ଧି…