Browsing Tag

amul milk price hike

ଅମୁଲ କ୍ଷୀର ହେଲା ମହଙ୍ଗା, ଏବେ ଗ୍ରାହକଙ୍କୁ ଦେବାକୁ ହେବ ଏତିକି ଟଙ୍କା

ଆଜି ଠାରୁ ବଢ଼ିଲା ଅମୁଲ ମିଲ୍କ । ଫେବୃୟାରୀ ୨ରୁ ନିଜର ଦାମ୍‌ ବଢ଼ାଇଲା ଅମୁଲ । ଗତ କିଛି ତଳେ ମଦର ଡାଏରୀ ପକ୍ଷରୁ କ୍ଷୀରର ଦାମ୍‌ ବଢ଼ାଯିବା ପରେ ଅମୁଲ ମଧ୍ୟ କ୍ଷୀର ଦାମ୍‌ ବୃଦ୍ଧି କରିଛି । ଆଜ୍ଞା ହଁ, ଦେଶର ପ୍ରମୁଖ କ୍ଷୀର ଉତ୍ପାଦନକାରୀ ଅମୁଲ ଆଜିଠାରୁ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି।…

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼, ଅମୁଲ କମ୍ପାନି ବଢ଼ାଇଲା କ୍ଷୀର ଦର

ଅମୁଲ ପୁଣି କ୍ଷୀର ଦର ବୃଦ୍ଧି କରିଛି। ଦିଲ୍ଲୀରେ ଏହାର ଦର ଲିଟର ପିଛା ୨ ଟଙ୍କା ବଢ଼େଇଛି। ଫୁଲ କ୍ରିମ ମିଲ୍‌କ ୬୧ ଟଙ୍କା ଜାଗାରେ ୬୩ ଟଙ୍କା ହୋଇଯାଇଛି। ନୂଆ ଦର ୧୫ ଅକ୍ଟୋବର ମାନେ ଆଜି ଶନିବାର ଠାରୁ ଲାଗୁ ହେବାକୁ ଯାଉଛି। ଏହା ପୂର୍ବରୁ ଦର ୧୭ ଅଗଷ୍ଟରେ ୨ ଟଙ୍କା ପ୍ରତି ଲିଟର ବୃଦ୍ଧି…