Browsing Tag

anaconda

କଣ ହେବ ଯଦି ଆପଣଙ୍କୁ ଆନାକୋଣ୍ଡା ଗିଳିଦେବ? ଆପଣ ବଞ୍ଚିବେ ନା ମରିବେ, ଏସବୁ ପ୍ରଶ୍ନର ଉତ୍ତର ଜାଣନ୍ତୁ ଏଇଠି

ଆନାକୋଣ୍ଡା । ଯାହାର ନାଁ ଶୁଣିଲେ ଭୟରେ ଛାତି ଥରିଯାଏ। ଦେହର ଲୋମ ଟାଙ୍କୁରି ଉଠେ । ଆଉ ଯଦି ଆମେ ତାକୁ ପରଦାରେ ଦେଖୁ ପାଟି ଆଁ ହୋଇ ରହିଯାଏ । ଏମିତିରେ ତ ସାପକୁ ଭାରି ଡର ଲାଗେ । ଆଉ ଯଦି ସିଏ ଆନାକୋଣ୍ଡା ହୋଇଥାଏ ତେବେ ତ କଥା ସରିଲା । ଏହାର ଆକାର ଦେଖିଲେ ହୋସ୍‌ ଉଡ଼ିଯିବ । ଆନାକୋଣ୍ଡା…

୧୭ ଫୁଟ୍‌ ଲମ୍ବା ଆନାକୋଣ୍ଡାକୁ ପାଣିରୁ ଘୋଷାଡ଼ୁଥିଲେ ବ୍ୟକ୍ତି, ଆଉ ତା’ପରେ ଦେଖନ୍ତୁ କ’ଣ କଲା ସାପ

ଏବେ ସୋସିଆଲ ମିଡିଆରେ ଏକ ବିଶାଳକାୟ ଆନାକୋଣ୍ଡାର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ କିଛି ଲୋକ ଏକ ବଡ଼ ଆନାକୋଣ୍ଡାକୁ ଘୋଷାଡ଼ିବାକୁ ଚେଷ୍ଟା କରୁଛନ୍ତି। ଭିଡିଓଟି ପ୍ରକୃତରେ ୨୦୧୪ର ମାତ୍ର ଏବେ ଏହା ପୁଣିଥରେ ଟ୍ଵିଟରରେ ସେୟାର କରାଯାଇଛି। ଲୋକମାନେ ମଧ୍ୟ ଏହାକୁ ଖୁବ୍‌ ପସନ୍ଦ କରୁଥିବା…

ନନ୍ଦନ କାନନରେ ବଞ୍ଚି ପାରିଲାନି ଆନାକୋଣ୍ଡା, ମାତ୍ର ୩୬ ଦିନରେ ବୁଜିଲା ଆଖି

ଭୁବନେଶ୍ବର(କେନ୍ୟୁଜ୍): ଚେନ୍ନାଇ ଚିଡ଼ିଆଖାନାରୁ ଆସିଥିବା  ବିରଳ ପ୍ରଜାତିର ଆନାକୋଣ୍ଡାର ମୃତ୍ୟୁ ହୋଇଛି।ଦୀର୍ଘ ତିନିବର୍ଷର କସରତ ପରେ ଶେଷରେ ୨୨ ତାରିଖରେ ଚେନ୍ନାଇରୁ ୮ଟି ଆନାକୋଣ୍ଡା ଆଣିଥିଲେ କର୍ତ୍ତୃପକ୍ଷ । ମୃତ୍ୟୁ ବେଳକୁ ସାପଟିର ବୟସ ମାତ୍ର ୨ ବର୍ଷ ହୋଇଥିଲା। ଚେନ୍ନାଇ…

ନନ୍ଦନକାନନରେ ଆନାକୋଣ୍ଡାକୁ ଦେଖିଲେ ପର୍ଯ୍ୟଟକ, ୩ ବର୍ଷ ହେଲା ଅନାକୋଣ୍ଡା ଆଣିବାକୁ ଜାରି ରହିଥିଲା ପ୍ରୟାସ

ଭୁବନେଶ୍ବର(କେନ୍ୟୁଜ୍):  ନନ୍ଦନକାନନରେ ଆନାକୋଣ୍ଡା ଦେଖିବାର ସୁଯୋଗ ପାଇଲେ ପର୍ଯ୍ୟଟକ । ୧୦ ଦିନ ଅବଜରଭେସନ ମଧ୍ୟରେ ରଖାଯିବା ପରେ ଏବେ ପର୍ଯ୍ୟଟକଙ୍କୁ ରୋମାଞ୍ଚିତ କରୁଛନ୍ତି । ନୂଆବର୍ଷରେ ସବୁଠୁ ଆକର୍ଷଣ ହେବ ଆନାକୋଣ୍ଡା । ଏଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି କର୍ତ୍ତୃପକ୍ଷ । ଦୀର୍ଘ…

କ୍ୟାମେରା ନେଇ ନଦୀକୁ ବାହାରିଲେ ବୁଡ଼ାଳି, ୭ ମିଟର ଲମ୍ବା ଆନାକୋଣ୍ଡା ସହ ହେଲା ସାମ୍ନାସାମ୍ନି, ଦେଖନ୍ତୁ ଭିଡିଓ

ବ୍ରାଜିଲର ଫାରମୋସୋ ନଦୀକୁ ବର୍ଟେଲୋମେଓ ବୋଭ୍‌ ନାମକ ଜଣେ ବୁଡ଼ାଳି କ୍ୟାମେରା ନେଇ ବାହାରିଥିଲେ। ଆଉ ଏହାପରେ ନଦୀ ଭିତରେ ସେ ଯେଉଁ ଦୃଶ୍ୟ ଦେଖିବାକୁ ପାଇଲେ, ତାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବୋଭ୍‌ ଜଣେ ପ୍ରଫେଶନାଲ୍‌ ବୁଡ଼ାଳି। ତେଣୁ ସେ ପାଣିକୁ…

ରାସ୍ତା ପାର କରୁଥିଲା ୧୦ ଫୁଟ୍ ଲମ୍ବା ଆନାକୋଣ୍ଡା, ହେଲେ ଲୋକମାନେ କଣ କଲେ ଦେଖନ୍ତୁ ଭିଡିଓ

ବ୍ରାଜିଲର ରାଜପଥରେ ଏକ ୧୦ ଫୁଟ ଲମ୍ବା ଅଜଗର ସାପକୁ ରୋଡ ପାର କରିବା ପାଇଁ ଲୋକମାନେ ସାହାଯ୍ୟ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାଳେ ଅଜଗରଟିକୁ କୌଣସି ଆଘାତ ଲାଗିବ ସେଥିପାଇଁ ସମସ୍ତେ କାରକୁ ବନ୍ଦକରି ରାସ୍ତା ଜାମ କରିଦେଇଥିଲେ । ଆଉ ସାପଟିକୁ…