ଶୃଙ୍ଖଳିତ ହେବ ଆନନ୍ଦବଜାର, ମୁତୟନ ହେଲେ ୨୦ ଅବସରପ୍ରାପ୍ତ ସେନା
ପୁରୀ : ଶୃଙ୍ଖଳିତ ହେବ ଆନନ୍ଦବଜାର । ପୁରୀ ଶ୍ରୀମନ୍ଦିରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା । ଆନନ୍ଦ ବଜାରରେ ସଂସ୍କାର ଆଣିବା ଲାଗି ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ୨ଟି ସିଫ୍ଟରେ ଆନନ୍ଦବଜାର ଜଗିବେ ସେନା କର୍ମଚାରୀ । ପ୍ରଥମ ସିଫ୍ଟରେ ୧୦ ଜଣ ସକାଳ ୬ଟାରୁ ୨ଟା ଓ…