ଘରୋଇ କଳହର କରୁଣ ପରିଣତି: ବିଷ ପିଇଲେ ପୁଅ, ବୋହୂ ଓ ଶାଶୁ
ଆନନ୍ଦପୁର(କେନ୍ୟୁଜ୍): ଘରୋଇ କଳହର କରୁଣ ପରିଣତି। ବିଷ ପିଇଲେ ପୁଅ ବୋହୂ ଓ ଶାଶୁ। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ପଦନା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ଘରୋଇ କଳହକୁ କେନ୍ଦ୍ର କରି ପ୍ରଦୀପ ସାହୁଙ୍କ ସମେତ ତାଙ୍କ ସ୍ତ୍ରୀ ଓ ମା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।…