ଜୁଲାଇ ମାସରେ ଦେଶରେ ଭଲ ବର୍ଷା ହେବ
କେନ୍ୟୁଜ୍(ବ୍ୟୁରୋ): ଜୁନରେ ନିଅଣ୍ଟିଆ ବର୍ଷିଲା । ଜୁଲାଇ ମାସରେ ଦେଶରେ ଭଲ ବର୍ଷା ହେବ । ସ୍ୱାଭାବିକ ବର୍ଷା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଦୀର୍ଘ ଅବଧି ହାରାହାରି ୯୪%ରୁ ୧୦୬% ବର୍ଷା ସମ୍ଭାବନା ରହିଛି । କେନ୍ଦ୍ରୀୟ ଭାରତ, ପୂର୍ବ ଭାରତ,…