ଜଗାକୁ ନିମନ୍ତ୍ରଣ ଦେବାକୁ ପୁରୀରେ ପହଞ୍ଚିଲେ ଅନନ୍ତ ଅମ୍ବାନୀ
ଭୁବନେଶ୍ୱର (କେନ୍ୟୁଜ): ରିଲାଏନ୍ସ ଗ୍ରୁପ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଆଜି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ବିବାହ ପୂର୍ବରୁ ସେ ଜଗାକୁ ଦର୍ଶନ କରିବା ସହ ନିମନ୍ତ୍ରଣ କରିଥିବା ଜଣାଯାଇଛି।
ଆଜି ଅପରାହ୍ନରେ ଅନନ୍ତ ଭୁବନେଶ୍ୱର୍…