Browsing Tag

andhra pradesh

କାର୍‌ ଭିତରେ ବସିଥିଲେ ଓ୍ଵାଇଏସ୍‌ ଜଗନମୋହନ ରେଡ୍ଡୀଙ୍କ ଉଭଣୀ, କ୍ରେନ ସାହାଯ୍ୟରେ ଉଠାଇନେଲା ପୋଲିସ: ଦେଖନ୍ତୁ ଭିଡିଓ

ତେଲେଙ୍ଗାନା ନେତା ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଓ୍ଵାଇଏସ୍‌ ଶର୍ମିଲାଙ୍କ କାରକୁ କ୍ରେନ ସାହାଯ୍ୟରେ ଉଠାଇନେଲା ପୋଲିସ ।ଆଉ ଏହି ସମୟରେ ଜଗନ ମୋହନଙ୍କ ଭଉଣୀ ସେହି କାର ଭିତରେ ବସିଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଛି। ଶର୍ମିଲାଙ୍କ…

ସାଧୁ ବେଶରେ ଆସି ଟିଡିପି ନେତାଙ୍କୁ କଟୁରୀରେ ହାଣିଲା ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ପୁରା ଦୃଶ୍ୟ

ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶେଷାଗିରି ରାଓଙ୍କ ଉପରକୁ ମରଣାନ୍ତ ଆକ୍ରମଣ ହୋଇଛି। ଯାହାର ସିସିଟିଭ ଫୁଟେଜ ସାମ୍ନାକୁ ଆସିଛି। ଏହି ଆକ୍ରମଣ ଘର ବାହାରେ ହୋଇଛି। ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ଆକ୍ରମଣକାରୀ ସାଧୁ…

ଆନ୍ଧ୍ରପ୍ରଦେଶ: ସମ୍ପତ୍ତି ପାଇଁ ମା’ ଏବଂ ଝିଅକୁ ଜିଅନ୍ତା ସମାଧି, ପାଟି ଶୁଣି ସ୍ଥାନୀୟ ଲୋକେ କଲେ ଉଦ୍ଧାର

ପାରଳାଖେମୁଣ୍ଡି : ସମ୍ପତ୍ତି ପାଇଁ ମା ଆଉ ଝିଅକୁ ଜିଅନ୍ତା ସମାଧି ଦେବାକୁ ପ୍ରୟାସ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁସା ରାଜସ୍ୱ ମଣ୍ଡଳର ହରିପୁର ଗାଁରେ। ସେହି ଗାଁର ଲକ୍ଷ୍ମୀ ନାରାୟଣ ଅନ୍ୟ ତିନି ଜଣ କେ. ରାମା ରାଓ, କେ. ପ୍ରକାଶ ରାଓ,…

ଗାଁ ସରପଞ୍ଚଙ୍କ ବର୍ବରତା; ୧୮ ବୁଲା କୁକୁରଙ୍କୁ ବିଷ ଦେଇ ମାରିବାକୁ ଦେଲେ ନିର୍ଦ୍ଦେଶ…ହତ୍ୟାକାରୀ ବିରୋଧରେ ମାମଲା…

ଆନ୍ଧ୍ର ପ୍ରଦେଶର ଏଲୁରୁ ଜିଲ୍ଲାରେ ଶନିବାର ୧୮ ବୁଲା କୁକୁରଙ୍କୁ ବିଷ ଦେଇ ମାରି ଦିଆଯାଇଛି। ଆନ୍ଧ୍ର ପ୍ରଦେଶ ପୋଲିସ ପଶୁ କ୍ରୁରତା ନିବାରଣ ଅଧିନିୟମ ଅଧୀନରେ କେ ବୀରବାବୁ ନାମକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲାରେ ବୀରବାବୁ ପୋଲିସକୁ କହିଛନ୍ତି ଯେ ଚେବ୍‌ରୋଲେ ଗାଁର…

ଆନ୍ଧ୍ର ପ୍ରଦେଶରେ ଦୁଃଖଦ ଦୁର୍ଘଟଣା! କ୍ଲିନିକ୍‌ରେ ଲାଗିଗଲା ନିଆଁ; ଡାକ୍ତରଙ୍କ ସହ ଚାଲିଗଲା ଦୁଇ ପୁଅ, ଝିଅଙ୍କ ଜୀବନ

ଆନ୍ଧ୍ର ପ୍ରଦେଶର ତିରୁପତି ନିକଟ ଭଗତ ସିଂ ନଗରରେ ରବିବାର ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ଏକ ତିନି ମହଲା ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା, ଯାହା ସଂସ୍ପର୍ଶରେ ଆସି ଜଣେ ଡାକ୍ତରଙ୍କ ସହ ତାଙ୍କ ପୁଅ, ଝିଅଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୨ ଜଣ ଗୁରୁତର ଭାବରେ ଜଳି…

ଶିକ୍ଷକ ନିଯୁକ୍ତି ୨୦୨୨: ଟିଜିଟି ଓ ପିଜିଟି ପଦରେ ବାହାରିଲା ଚାକିରି; ୧୮ ସେପ୍ଟେମ୍ବର ସୁଦ୍ଧା କରନ୍ତୁ ଆବେଦନ

ଆନ୍ଧ୍ର ପ୍ରଦେଶର ବିଦ୍ୟାଳୟ ଶିକ୍ଷା ବିଭାଗ ବିଭିନ୍ନ ଶିକ୍ଷକ ପଦବୀରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଆଶାୟୀମାନେ AP DSP Teacher Recruitment 2022 ପାଇଁ ଅଫିସିଆଲ େଓ୍ଵବ୍‌ସାଇଟ cse.ap.gov.inରେ ସେପ୍ଟେମ୍ବର ୧୮, ୨୦୨୨ ସୁଦ୍ଧା ଅନଲାଇନ ଆବେଦନ କରି ପାରିବେ। ଏହି ପଦଗୁଡ଼ିକରେ…

ପୁଅର ମୃତ୍ୟୁ ପରେ ପର ପୁରୁଷ ସହ ଅବୈଧ ସମ୍ପର୍କ ରଖିଥିଲା ବୋହୂ, ହତ୍ୟା କରି କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ଶାଶୁ;…

ଆନ୍ଧ୍ର ପ୍ରଦେଶ: ପାରିବାରିକ କଳହକୁ କେନ୍ଦ୍ର କରି ଶାଶୁର ଉନ୍ମତ୍ତ କାଣ୍ଡ। ସାମାନ୍ୟ ଝଗଡ଼ା ପରେ ବୋହୂର ମୁଣ୍ଡ ଗଣ୍ଡି ଅଲଗା କରି ଦେଲା ଶାଶୁ। ଆଉ କଟା ମୁଣ୍ଡକୁ ନେଇ ପହଞ୍ଚିଲା ଥାନାରେ। ଆନ୍ଧ୍ର ପ୍ରଦେଶର ଅନ୍ନାମୟା ଜିଲ୍ଲାରେ ସାମ୍ନାକୁ ଆସିଛି ଏଭଳି ଛାତିଥରା ଘଟଣା। ଏଠାରେ ଗୁରୁବାର ଦିନ…

ସ୍କୁଲରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଆଣିଲେ ନୂଆ ଏସଓପି, ଅଭିଯୋଗ ଆସିଲେ ନିଆଯିବ ଗମ୍ଭୀର କାର୍ଯ୍ୟାନୁଷ୍ଠାନ

ସ୍କୁଲରେ ଛାତ୍ରଛାତ୍ରୀ ପାଠପଢିବା ସହିତ ଅନେକ ସମସ୍ୟାର ସମ୍ମୁଖୀନ କରିଥାନ୍ତି। ହେଲେ ଆଜିକାଲି ଛାତ୍ରୀମାନେ ସ୍କୁଲରେ ବିଭିନ୍ନ ପ୍ରକାରର ଯୌନ ଉତ୍ପୀଡନ ମାମଲା ସାମ୍ନାକୁ ଆସିଛି। ସ୍କୁଲ କର୍ମଚାରୀ ହୁଅନ୍ତୁ ଅବା କର୍ତ୍ତୃପକ୍ଷଙ୍କ ନାମରେ ପୂର୍ବରୁ ଅନେକ ଅଭିଯୋଗ ଆସିଛି ।  ତେବେ ଏମିତି…

ଆନ୍ଧ୍ର: ଅଟୋ ଉପରେ ଖସି ପଡ଼ିଲା ହାଇ ଭୋଲ୍‌ଟେଜ ବିଦ୍ୟୁତ୍‌ ତାର, ସମସ୍ତ ୮ ଯାତ୍ରୀ ଜୀବନ୍ତ ଜଳିଗଲେ

ଆନ୍ଧ୍ର ପ୍ରଦେଶର ଶ୍ରୀ ସତ୍ୟ ସାଇ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ରିକ୍ସା ଉପରେ ହାଇ ଭୋଲ୍‌ଟେଜ ବିଦ୍ୟୁତ୍‌ ତାର ଖସି ପଡ଼ିଥିଲା, ଯାହା ପରେ ସଙ୍ଗେ ସଙ୍ଗେ ପୂରା ଅଟୋରେ…

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ ଓ ଲରୀ ମୁହାମୁହିଁ ଧକ୍କାରେ ୬ ମୃତ

ଆନ୍ଧ୍ରପ୍ରଦେଶରେ ଆଜି ସକାଳେ ଭୀଷଣ ସଡକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଅତିକମରେ ୬ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଆନ୍ଧ୍ରପ୍ରଦେଶର ପଲନାଡୁ ଜିଲ୍ଲାରେ ହୋଇଛି। ଏଠାରେ ଥିବା ଏକ ଟ୍ରକ ରାସ୍ତାରେ ଛିଡା ହୋଇଥିବା ଲରି ସହିତ ଧକ୍କା ହୋଇଥିଲା। ତେଣୁ ଘଟଣାସ୍ଥଳରେ ୬ ଲୋକ…

ଆନ୍ଧ୍ରରେ ହିଂସା! ମନ୍ତ୍ରୀ, ବିଧାୟକଙ୍କ ଘରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକେ! ପରିବାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର…

ଆନ୍ଧ୍ର ପ୍ରଦେଶର କୋନାସୀମା ଜିଲ୍ଲାର ନାମ ପରିବର୍ତ୍ତନକୁ ନେଇ ମଙ୍ଗଳବାର ଏଠାରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଅମଲାପୁରମ୍‌ ସହରରେ ଏହି ହିଂସା ଘଟାଇଥିଲେ। ସେମାନେ ପୋଲିସ ଉପରକୁ ଢେଲା, ପଥର ମାଡ଼ କରିବା ସହ ରାସ୍ତାପାର୍ଶ୍ୱରେ ଥିବା ଯାନବାହନଗୁଡ଼ିକରେ ନିଆଁ…

ଟିକିଏ ବି ହେଲାନି ଦୟା…ରେଲୱେ ଷ୍ଟେସନରେ ଗର୍ଭବତୀ ମହିଳାଙ୍କୁ ଦୁଇ ପିଲାଙ୍କ ସାମ୍ନାରେ ଗଣଦୁଷ୍କର୍ମ କଲେ ୩ ନିଶାଡ଼ି;…

ସବୁ ସୀମା ପାର୍‌ କରିଦେଲା ଆନ୍ଧ୍ର ପ୍ରଦେଶର ଏହି ଘଟଣା। ରାଜ୍ୟର ବାପଟଲା ଜିଲ୍ଲାରୁ ଏମିତି ଏକ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି, ଯାହାକି ଆପଣଙ୍କ ଛାତି ଥରାଇଦେବ। ଏଠାରେ ୩ ଜଣ ନିଶାଡ଼ି ନିଜର ହିତାହତ ଜ୍ଞାନ ଭୁଲି ଜଣେ ନିରୀହ ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଆଉ ତାହା…