Browsing Tag

andhra pradesh

ଆନ୍ଧ୍ରପ୍ରଦେଶ YSRCP କଂଗ୍ରେସ ବିଧାୟକଙ୍କ ଦାଦାଗିରି, ପୋଲିଂ ବୁଥରେ ପସି ଭାଙ୍ଗିଲେ ଭୋଟିଂ ମେସିନ: ଭିଡିଓ ଭାଇରଲ

ଆନ୍ଧ୍ରପ୍ରଦେଶ YSRCP କଂଗ୍ରେସ ବିଧାୟକଙ୍କ ଦାଦାଗିରି କରିବାର ଭିଡିଓ ସାମ୍ନାକୁ ଆସିଛି । ଦିନ ଦ୍ୱିପ୍ରହରରେ ପୋଲିଂ ବୁଥରେ ପଶି ଭାଙ୍ଗି ଦେଲେ ଭୋଟିଂ ମେସିନ୍ । ଆନ୍ଧ୍ରପ୍ରଦେଶର ଶାସକ ଦଳ YSRCP ବିଧାୟକ ପି ରାମକୃଷ୍ଣ ରେଡ୍ଡୀ ଏଭଳି କାଣ୍ଡ କରିଛନ୍ତି । ଯାହାର ଭଡିଓ ଭାଇରଲ ହେଉଛି ।…

ଆନ୍ଧ୍ରପ୍ରଦେଶ : ଦୁର୍ଘଟଣା ପରେ ଜଳିଗଲା ବସ୍‌ ଓ ଟ୍ରକ, ୬ ମୃତ

ଦୁର୍ଘଟଣା ପରେ ଜଳିଗଲା ବସ-ଟ୍ରକ । ଆନ୍ଧ୍ରପ୍ରଦେଶ ପାଲାଣ୍ଡୁ ଜିଲ୍ଲା ଚିଲାକାଲୁରିପେଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ଜଣଙ୍କ ଜୀବନ ଯାଇଛି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ଘର ଆନ୍ଧ୍ର ବାପଟଲା ଜିଲ୍ଲାର, ବୟସ ୮ରୁ ୬୫ ବର୍ଷ ମଧ୍ୟରେ ବୋଲି ଜଣାପଡିଛି ।…

ଆଗୁଆ ଭୋଟ ଦେବାକୁ ଉଦ୍ୟମ କରିବା ବିଧାୟକଙ୍କୁ ପଡିଲା ମହଙ୍ଗା, ପୋଲିଂ ବୁଥରେ ଚାପୁଡା ମାରିଲେ ଭୋଟର

ବିଧାୟକ ବୋଲି କ’ଣ ଆମେ ଧାଡିରେ ଛିଡା ହେବୁ, ସେ ଆଗୁଆ ଭୋଟ ଦେବେ । ଏମିତି ହୋଇପାରିବ ନାହିଁ । ଆମର ମଧ୍ୟ କାମ ଅଛି । ଆଉ ଏପରି ସ୍ଥଳେ ଆଗୁଆ ଭୋଟ ଦେବାକୁ ଉଦ୍ୟମ କରି ଚାପୁଡା ଖାଇଛନ୍ତି ଆନ୍ଧ୍ର ପ୍ରଦେଶର ଜଣେ ବିଧାୟକ । ଏହାକୁ ବିରୋଧ କରିବାରୁ ବିଧାୟକ ଜଣଙ୍କ ସମସ୍ତଙ୍କ ସାମ୍ନାରେ ଜଣେ…

ନିର୍ବାଚନ ପ୍ରଚାର ଛାଡ଼ି ମା’ ଓ ଶିଶୁର ଜୀବନ ବଞ୍ଚାଇଲେ ମହିଳା ଡାକ୍ତର, ଛୁଟୁଛି ପ୍ରଶଂସାର ସୁଅ

ଭଗବାନଙ୍କ ଜୀବନ୍ତ ରୂପ ଭାବେ ଆମେ ଡାକ୍ତରଙ୍କୁ ବିଶ୍ୱାସ କରୁ । କାରଣ ଡାକ୍ତରମାନେ ହିଁ ରୋଗୀଙ୍କୁ ମରଣ ମୁହଁରୁ ବଞ୍ଚାଇ ପାରନ୍ତି । ଡାକ୍ତରମାନେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ନା ଦେଖନ୍ତି ସ୍ଥାନ ନା ଦେଖନ୍ତି ସମୟ । ସେମାନେ ରୋଗୀଙ୍କ ଯନ୍ତ୍ରଣାକୁ ଭଲ ଭାବେ ବୁଝନ୍ତି । ଆଉ ନିଜ କାମକୁ…

ଆନ୍ଧ୍ରରେ ଉଗାଡି ଉତ୍ସବ ବେଳେ ବଡ଼ ଦୁର୍ଘଟଣା, ବିଦ୍ୟୁତ୍‌ ଆଘାତ ଲାଗି ୧୩ ପିଲା ଆହତ

ଆନ୍ଧ୍ର ପ୍ରଦେଶର କୁରନୁଲ୍‌ ଜିଲ୍ଲାର ଚିନ୍ନା ତେକୁର ଗାଁରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଉଗାଡି ଉତ୍ସବ ବେଳେ ବିଦ୍ୟୁତ୍‌ ଆଘାତ ଲାଗି ୧୩ ଜଣ ପିଲା ଆହତ ହୋଇଛନ୍ତି । ଏହି ଘଟଣା ଆଜି ସକାଳର । ଅଞ୍ଜନେୟ ସ୍ୱାମୀ ମନ୍ଦିରରୁ ଯେତେବେଳେ ପ୍ରଭା ରଥ ଶୋଭାଯାତ୍ରା ବାହାରୁଥିଲା, ସେହି ସମୟରେ…

ଆନ୍ଧ୍ର ଟ୍ରେନ ଦୁର୍ଘଟଣା : ମୋବାଇଲରେ କ୍ରିକେଟ ମ୍ୟାଚ ଦେଖୁଥିଲେ ଟ୍ରେନ ଡ୍ରାଇଭର, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ…

ଗତବର୍ଷ ଅକ୍ଟୋବର ୨୯ ତାରିଖ ଦିନ ଦୁଇଟି ପାସେଞ୍ଜର୍ ଟ୍ରେନ୍ ଦୁର୍ଘଟଣା ଯୋଗୁଁ ୧୪ଜଣ ଯାତ୍ରୀ ପ୍ରାଣ ଚାଲିଯାଇଥିଲା । ଯାହାର କାରଣ ଏବେ ସାମ୍ନାକୁ ଆସିଛି । ଦୁର୍ଘଟଣା ହୋଇଥିବା ଦୁଇଟି ଟ୍ରେନ ମଧ୍ୟରୁ ଗୋଟିଏ ଟ୍ରେନର ଡ୍ରାଇଭର ଏବଂ ସହକାରୀ ଡ୍ରାଇଭର ମୋବାଇଲ ଫୋନରେ କ୍ରିକେଟ ମ୍ୟାଚ…

ଦକ୍ଷିଣ ଭାରତ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଲେପାକ୍ଷୀରେ ବୀରଭଦ୍ର ମନ୍ଦିରରେ କଲେ ପୂଜାର୍ଚ୍ଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଦକ୍ଷିଣ ଭାରତ ଗସ୍ତରେ ଅଛନ୍ତି । ପିଏମ୍‌ ଆଜି ଆନ୍ଧ୍ର ପ୍ରଦେଶରେ ପହଞ୍ଚିଛନ୍ତି । ସେ ଲେପାକ୍ଷୀରେ ବୀରଭଦ୍ର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ତେଲୁଗୁ ଭାଷାରେ ରଙ୍ଗନାଥ ରାମାୟଣର ଛନ୍ଦ ଶୁଣିଥିଲେ । ଆନ୍ଧ୍ର ପ୍ରଦେଶ ପରେ ମୋଦି…

ବଳ ଗୋଟାଉଛିି ‘ମିଗଜୋମ୍‌’, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ସମସ୍ତ ସ୍କୁଲ ବନ୍ଦ, ୧୪୪ ଟ୍ରେନ ବାତିଲ

ଦକ୍ଷିଣ ରାଜ୍ୟରେ ବାତ୍ୟା ‘ମିଗଜୋମ୍‌’ ଯୋଗୁଁ ସତର୍କ ସୂଚନା ଦିଆଯାଇଛି । ଆସନ୍ତାକାଲି ତାମିଲନାଡୁର ତଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିବ । ତାମିଲନାଡୁ ସରକାର ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ପଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶର ତଟୀୟ ଜିଲ୍ଲାର…

ବିଶାଖାପାଟନମ ଫିସିଂ ହାର୍ବରରେ ଅଗ୍ନିକାଣ୍ଡ, ଜଳିଗଲା ୨୫ ଡଙ୍ଗା

ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ସହରରେ ଥିବା ଫିସିଂ ହାର୍ବରରେ ବଡ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଲାଗିବା ଯୋଗୁଁ ବନ୍ଦରରେ ଥିବା ୨୫ ଟି ଡଙ୍ଗା ପୋଡ଼ି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିଲା ଯାହା ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିଛି । ଏହି ଘଟଣାର ଭିଡିଓ…

ଧିକ୍‌ ଏ ଘୃଣ୍ୟ ମାନସିକତାକୁ ; ଚାରି ଚାରୋଟି ସନ୍ତାନର ମା ହୋଇ ମଧ୍ୟ ଦେବାକୁ ପଡ଼ିଲା ସତୀତ୍ୱର ପରୀକ୍ଷା

ଆନ୍ଧ୍ରପ୍ରଦେଶ : ବଦଳିଛି ଯୁଗ । ଦିନ ପରେ ଦିନ ବିତୁଛି । ଏବେବି ଲୋକଙ୍କ ମନରୁ ପସୋରି ପାରୁନି ଅନ୍ଧବିଶ୍ୱାସର ଛିଟା । ପାଶବିକତାର ବଶବର୍ତ୍ତି ହୋଇ ନାରକୀୟ କାଣ୍ଡରୁ ପଛକୁ ହଟୁ ନାହାଁନ୍ତି । ନିକଟରେ ଏଭଳି ଏକ ଘଟଣା ଆମ ସାମ୍ନାକୁ ଆସିଛି ଯାହା ଆପଣ ଜାଣିଲେ ସ୍ତବ୍ଧ ହୋଇ ରହିଯିବେ ।…

ଆନ୍ଧ୍ରରେ ଅଭାବନୀୟ କାଣ୍ଡ; ପତ୍ନୀ ଓ ୨ ଝିଅଙ୍କୁ ଗୁଳି ମାରିବା ପରେ ନିଜକୁ ଶେଷ କରିଦେଲେ କନଷ୍ଟେବଳ

ଆନ୍ଧ୍ରର କଡପ୍ପା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କନଷ୍ଟେବଳ ନିଜ ପରିବାରକୁ ହତ୍ୟା କରି ନିଜେ ଜୀବନ ହାରି ଦେଇଛନ୍ତି। ହତ୍ୟା ପୂର୍ବରୁ କନଷ୍ଟେବଳ ଜଣକ ଏକ ନୋଟ୍‌ ଛାଡ଼ିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି କି, ବ୍ୟକ୍ତିଗତ କାରଣରୁ ସେ ଏଭଳି ପଦକ୍ଷେପ ଉଠାଇଛନ୍ତି।…

ଆନ୍ଧ୍ରରେ ଭୀଷଣ ଦୁର୍ଘଟଣା: ଲରି ସହ ପିଟିହେଲା ଜିପ୍‌, ୫ ଜଣଙ୍କ ମୃତ୍ୟୁ; ୧୧ ଗୁରୁତର

ଆନ୍ଧ୍ର ପ୍ରଦେଶର ଅନ୍ନମୟା ଜିଲ୍ଲାରେ ଶୁକ୍ରବାର ସକାଳେ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଗାଡ଼ିରେ ଥିବା ଅନ୍ୟ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ଜିପ୍ ଓ ଲରି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ,…