ଆନ୍ଧ୍ର ପ୍ରଦେଶରେ ଦୁଃଖଦ ଦୁର୍ଘଟଣା! କ୍ଲିନିକ୍ରେ ଲାଗିଗଲା ନିଆଁ; ଡାକ୍ତରଙ୍କ ସହ ଚାଲିଗଲା ଦୁଇ ପୁଅ, ଝିଅଙ୍କ ଜୀବନ
ଆନ୍ଧ୍ର ପ୍ରଦେଶର ତିରୁପତି ନିକଟ ଭଗତ ସିଂ ନଗରରେ ରବିବାର ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ଏକ ତିନି ମହଲା ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା, ଯାହା ସଂସ୍ପର୍ଶରେ ଆସି ଜଣେ ଡାକ୍ତରଙ୍କ ସହ ତାଙ୍କ ପୁଅ, ଝିଅଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୨ ଜଣ ଗୁରୁତର ଭାବରେ ଜଳି…