ବାରଙ୍ଗ ୯୯-ୱେବ ସିରିଜ ଘଟଣାରେ ଅଞ୍ଜନା ମିଶ୍ର କଲେ ୧୦ କୋଟି ଟଙ୍କାର ମାନହାନି ମାମଲା
୧୦ କୋଟିର ମାନହାନି ମକଦ୍ଦମା। ଅଞ୍ଜନା ମିଶ୍ରଙ୍କ ୧୦ କୋଟି ଟଙ୍କାର ମାନହାନି ମାମଲା । ବାରଙ୍ଗ ୯୯-ୱେବ ସିରିଜ ଘଟଣାରେ ଭୁବନେଶ୍ବର ସିନିଅର ଡିଭିଜନ ସିଭିଲ ଜଜ କୋର୍ଟରେ ମାନହାନି ମକଦ୍ଦମା । OTT ପ୍ଲାଟଫର୍ମ କଞ୍ଚାଲଙ୍କା ବିରୋଧରେ ମାନହାନି ମାମଲା ରୁଜୁ କରାଯାଇଛି । ପୂର୍ବରୁ ଅଞ୍ଜନା…