Browsing Tag

ankita lokhande

ଅଙ୍କିତାଙ୍କ ପାଇଜାମା ଦେଖି ରାଗିଗଲେ ଲୋକେ, କହିଲେ-ଭଗବାନଙ୍କୁ ସମ୍ମାନ ଦିଅ

ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ତାଙ୍କୁ ନ୍ୟାୟ ଦେବାକୁ ଫୁଲ ଦମ୍‌ରେ ଲାଗିପଡ଼ିଛନ୍ତି। ସେ ଏହି ଦୁଃଖଦ ପରିସ୍ଥିତିରେ ସୁଶାନ୍ତଙ୍କ ପରିବାର ସହ ଠିଆ ହୋଇଛନ୍ତି। ଏଥିପାଇଁ ଫ୍ୟାନ୍‌ମାନେ ମଧ୍ୟ ତାଙ୍କୁ ବେଶ୍‌ ସର୍ପୋଟ କରୁଛନ୍ତି। କିନ୍ତୁ ନିକଟରେ…

“ସୁଶାନ୍ତଙ୍କ ମୃତ୍ୟୁକୁ ମୁଁ କେବେ ବି ହତ୍ୟାର ରୂପ ଦେଇନାହିଁ”, ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏମିତି…

ଟିଭି ସିରିଏଲରୁ କ୍ୟାରିୟର ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ପାଦ ଥାପିଥିବା ଅଙ୍କିତା ଲୋଖଣ୍ଡେ ବର୍ତ୍ତମାନ ସମୟରେ ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ଆକ୍ଟିଭ ରହୁଥିବାର ନଜର ଆସୁଛନ୍ତି । ଏହି ନିକଟରେ ହିଁ ଅଙ୍କିତା ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରିବା ସହ ସୁଶାନ୍ତ ସିଂହ…

ପୁଣିଥରେ ଟିଭିରେ ଟେଲିକାଷ୍ଟ ହେଲା ‘ପବିତ୍ର ରିସ୍ତା’, ଦେଖିବାକୁ ମିଳିଲା ସୁଶାନ୍ତ ଓ ଅଙ୍କିତାଙ୍କ କେମେଷ୍ଟ୍ରି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଟିଭି ସିରିୟଲ ‘ପବିତ୍ର ରିସ୍ତା’କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏହି ଧାରାବାହିକ ଜରିଆରେ ସୁଶାନ୍ତଙ୍କୁ ଫେମ୍‌ ମିଳିଥିଲା। ଏହି ସିରିୟଲରେ ଅଙ୍କିତା ଲୋଖଣ୍ଡେ ମଧ୍ୟ କାମ କରିଛନ୍ତି। ପବିତ୍ର ରିସ୍ତାରୁ ଉଭୟଙ୍କ…

ଅଙ୍କିତାଙ୍କ ଅଧା ଫ୍ଲାଟ୍‌କୁ ଯେକୌଣସି ମୁହୂର୍ତ୍ତରେ ବି କବ୍ଜା କରିପାରନ୍ତି ସୁଶାନ୍ତଙ୍କ ପରିବାର ଲୋକ!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ବେଳେ ତାଙ୍କ ଫ୍ଲାଟ୍‌ କଥା ବି ସାମ୍ନାକୁ ଆସିଛି, ଯେଉଁଥିରେ ଏବେ ଅଙ୍କିତା ଲୋଖଣ୍ଡେ ରହୁଛନ୍ତି। ଅଙ୍କିତା ସୋସିଆଲ ମିଡିଆରେ ନିଜ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ସହ ସଫେଇ ଦେଇ କହିଥିଲେ ସେ ନିଜେ ନିଜର ଇଏମ୍‌ଆଇ ପୈଠ କରିଥାନ୍ତି।…

ଅଙ୍କିତା ଲୋଖଣ୍ଡେଙ୍କ ଏହି ପୋଷ୍ଟକୁ ନେଇ ଜୋର ଧରିଛି ଚର୍ଚ୍ଚା, ଏଥିରେ କଣ ଅଛି ଜାଣନ୍ତୁ

ଗୁରୁବାର ସନ୍ଧ୍ୟାରେ ସିବିଆଇ ଟିମ ମୁମ୍ବାଇରେ ପହଂଚି ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଗଲା କିଛି ଦିନ ହେବ ସୁଶାନ୍ତଙ୍କ ପ୍ରଶଂସଙ୍କ ମାନେ ତାଙ୍କ ମାମଲାର ସିବିଆଇ ତଦନ୍ତ ନେଇ ଦାବି କରି ଆସୁଛନ୍ତି । ଆଶା କରାଯାଉଛିକି ତାଙ୍କ ମୃତ୍ୟୁ ସହ ଜଡିତ…

ଦିଶାଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରେସ୍‌ କନ୍‌ଫରେନ୍ସ କରିବାକୁ ଚାହୁଁଥିଲେ ସୁଶାନ୍ତ, କିନ୍ତୁ ସେଦିନ ରାତିରେ…;…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସମାଧାନ ହେବା ବଦଳରେ ଦିନକୁ ଦିନ ଅଧିକ ବିବାଦୀୟ ହୋଇଯାଉଛି। ପ୍ରତିଦିନ ଏହି ମାମଲାରେ ନୂଆ ନୂଆ ମୋଡ଼ ସାମ୍ନାକୁ ଆସୁଛି। ଆଜି ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ମିଳିଥିବା ବେଳେ ଇତି ମଧ୍ୟରେ ଆଉ ଏକ ନୂଆ କଥା ଶୁଣିବାକୁ…

“ସୁଶାନ୍ତଙ୍କୁ ହାରାସ କରୁଥିଲେ ରିୟା” ବିହାର ପୋଲିସକୁ ହ୍ଵାଟ୍ସଆପ ଚାଟ ଦେଖାଇଲେ ଅଙ୍କିତା

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ବର୍ତ୍ତମାନ ତାଙ୍କ ପରିବାରର ଅତି ନିକଟତର ହୋଇଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ତାଙ୍କ ପରିବାରକୁ ମଧ୍ୟ ଭେଟିଥିଲେ । ଏହା ମଧ୍ୟ କୁହାଯାଉଛି ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ସେ ଦୁଇଥର ପାଟନା ଯାଇଥିଲେ ଏବଂ ରିୟା…

ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ ହେବା ମାତ୍ରେ ଆସିଲା ଅଙ୍କିତା ଲୋଖଣ୍ଡେଙ୍କ ରିଆକ୍ସନ, ସୋସିଆଲ ମିଡିଆରେ…

ସୁଶାନ୍ତଙ୍କ ମୃତୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଅଭିନେତାଙ୍କ ମୃତ୍ୟୁର ଏକମାସ ପରେ ତାଙ୍କ ପିତା ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ନିଜ ପୁଅର ମୃତ୍ୟୁ ପାଇଁ ସେ ସିଧାସଳଖ ଭାବେ ରିୟାଙ୍କୁ ଦାୟୀ କରିବା ସହିତ ତାଙ୍କ ବିରୋଧରେ ଅନେକ…

ସୁଶାନ୍ତଙ୍କ ମୃତ୍ୟୁର ମାସେ ପରେ ବଧୂବେଶରେ ନଜର ଆସିଲେ ଅଙ୍କିତା ଲୋଖଣ୍ଡେ, ଭାଇରାଲ ହେଉଛି ଫଟୋ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିବା ବେଳେ ଏବେ ସମସ୍ତେ ତାଙ୍କୁ ଖୁବ୍‌ ଝୁରୁଛନ୍ତି। ଫ୍ୟାନ୍‌ମାନେ ଏବେ ବି ବିଶ୍ୱାସ କରିପାରୁନାହାନ୍ତି ଯେ ସୁଶାନ୍ତ ଆଉ ଏ ଦୁନିଆରେ ନାହାନ୍ତି। ଇତିମଧ୍ୟରେ ଶୁକ୍ରବାର ଦିନ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଓଟିଟି ପ୍ଲାଟଫର୍ମରେ…

ରିଆଲିଟି ଶୋ’ରେ ଫିଲ୍ମି ଅନ୍ଦାଜରେ ଅଙ୍କିତାଙ୍କୁ ପ୍ରପୋଜ୍‌ କରିଥିଲେ ସୁଶାନ୍ତ, କହିଥିଲେ ‘ସାତ ଜନ୍ମ ପାଇଁ ତୁମ ସାଥ୍‌…

ସୁଶାନ୍ତ ସିଂହ ରାଜପୁତ ଓ ଅଙ୍କିତା ଲୋଖଣ୍ଡେଙ୍କ ଯୋଡ଼ି ଛୋଟପରଦାର ଆଇକନିଜ ଯୋଡ଼ିମାନଙ୍କ ମଧ୍ୟରୁ ଗୋଟିଏ। ସିରିୟଲ ‘ପବିତ୍ର ରିସ୍ତା’ରେ ଉଭୟେ ଏକାଠି ନଜର ଆସିଥିଲେ। ସିରିୟଲ ସୁଟିଂ ବେଳେ ହିଁ ଉଭୟଙ୍କ ବନ୍ଧୁତା ଓ ତା’ପରେ ପ୍ରେମ ହୋଇଥିଲା। ଏକ ଡ୍ୟାନ୍ସିଂ ରିୟାଲିଟି ଶୋ’ରେ ସୁଶାନ୍ତ…

ସୁଶାନ୍ତଙ୍କ ମୃତ୍ୟୁର ମାସେ ପରେ ପ୍ରଥମ ଥର ପାଇଁ ପୋଷ୍ଟ କଲେ ଅଙ୍କିତା ଲୋଖଣ୍ଡେ, କହିଲେ- ‘ଭଗବାନ…’

ବଲିଉଡ୍‌ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ନିଧନକୁ ଆଜି ମାସେ ପୂରିଛି। ୧୪ ଜୁନ୍‌ ଆଜିର ଦିନରେ ବାନ୍ଦ୍ରାସ୍ଥିତ ନିଜ ଘରେ ସେ ଆତ୍ମହତ୍ୟା କରିଥିଲେ। ଆଜି ସୁଶାନ୍ତଙ୍କ ମାସିକିଆ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ପୂର୍ବ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପ୍ରଥମ ଥର ପାଇଁ ନିଜ ଇନ୍‌ଷ୍ଟାଗ୍ରାମ୍‌…

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଅଙ୍କିତା ଲୋଖଣ୍ଡେଙ୍କ ବୟଫ୍ରେଣ୍ଡ୍‌ ବିକ୍କି ଜୈନ ନେଲେ ଏଭଳି ପଦକ୍ଷେପ

ସୁଶାନ୍ତ ସିଂହ ରାଜପୁତଙ୍କ ସହ ବ୍ରେକ୍‌ଅପ୍‌ର ବହୁ ବର୍ଷ ପରେ ଅଙ୍କିତା ଲୋଖଣ୍ଡେଙ୍କ ଜୀବନରେ ଆସିଥିଲେ ବିକ୍କି ଜୈନ। ଅଙ୍କିତା ଓ ବିକ୍କି ଜଣେ ବନ୍ଧୁଙ୍କ ମାଧ୍ୟମରେ ଦେଖା ହୋଇଥିଲେ ଓ ବନ୍ଧୁତା ହୋଇଥିଲା। ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିବର୍ତ୍ତିତ ହୋଇଥିଲା। ଅଙ୍କିତା ସୋସିଆଲ…