ଏଣିକି ଏହି ରାଜ୍ୟର ମହିଳାଙ୍କୁ ମିଳିବ ପେଡ୍ ପିରିୟଡ଼ ଲିଭ୍, ମିଳିବ ୧୨ଦିନ ଛୁଟି
କର୍ଣ୍ଣାଟକ: ଏଣିକି କର୍ଣ୍ଣାଟକର ମହିଳାଙ୍କୁ ମିଳିବ ପେଡ୍ ପିରିୟଡ଼ ଲିଭ୍ । କର୍ଣ୍ଣାଟକ ସରକାର ୧୮ ରୁ ୫୨ ବର୍ଷ ବୟସର ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଏକ ନୂତନ ନୀତିକୁ ଅନୁମୋଦନ କରିଛନ୍ତି । ଯାହା ଅଧୀନରେ ସେମାନେ ପ୍ରତି ମାସରେ ଗୋଟିଏ ଦିନର ବେତନ ଛୁଟି ପାଇବେ ଅର୍ଥାତ୍ ବର୍ଷକୁ ମୋଟ…