ଦ୍ରୁତ ବେଗରେ ତରଳିଯାଉଛି ଆଣ୍ଟାର୍କଟିକାର ବରଫ ଖଣ୍ଡ, ସମୁଦ୍ରରେ ଆସିବ ଭୟଙ୍କର ପରିବର୍ତ୍ତନ
ଆଣ୍ଟାର୍କଟିକାରେ ବରଫ ତରଳିବା ଯୋଗୁଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସମୁଦ୍ର ସ୍ରୋତର ଗତି ହ୍ରାସ ପାଇପାରେ । ଯାହାକି ଏକ ନୂତନ ଅଧ୍ୟୟନରେ ଦାବି କରାଯାଇଛି । ଆଣ୍ଟାର୍କଟିକାର ବରଫ ତରଳିଯିବା ଏବଂ ସେଥିରେ ମଧୁର ପାଣି ଭର୍ତ୍ତି ହେବା ଯୋଗୁଁ ହୋଇପାରେ ବୋଲି ଆକଳନ କରାଯାଉଛି । ସୋମବାର ୩…