ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା, ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଜଣାପଡିବ ପ୍ରକୃତ ସତ୍ୟ
ଭୁବନେଶ୍ୱର: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁକୁ ନେଇ ଏବେ ଚର୍ଚ୍ଚା । କେମିତି ହେଲା ତାଙ୍କର ମୃତ୍ୟୁ? ବିଭିନ୍ନ ଲୋକ କହୁଛନ୍ତି ବିଭିନ୍ନ କଥା । ଶୁଣାଯାଉଛି କି, କୁଆଡେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ଯୁବକଙ୍କୁ ବାଡେଇ ମାରିଦେଇଛନ୍ତି । ଭୁବନେଶ୍ୱର ଏୟାରପୋର୍ଟ ଥାନା…