ପଶ୍ଚିମବଙ୍ଗ ବିଧାନସଭାରେ ଦୁଷ୍କର୍ମ ବିରୋଧୀ ‘ଅପରାଜିତା’ ବିଲ୍ ଉପସ୍ଥାପିତ, ୧୦ ଦିନରେ ଦୋଷୀଙ୍କୁ ଫାଶୀଦଣ୍ଡ…
କୋଲକାତା ଆରଜି କର ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ନ୍ୟାୟ ଦାବି ତେଜିବାରେ ଲାଗିଛି । ଏଭଳି ସମୟରେ ମମତା ବାନାର୍ଜୀ ସରକାର ଆଣିଛନ୍ତି 'ଅପରାଜିତା ବିଲ୍' । ଏହି ବିଲରେ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀଙ୍କୁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଛି । ବିତର୍କ ପାଇଁ…