Browsing Tag
Antyodaya Gruha Yojana
ଆଜିଠୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା, ଘର ପାଇଁ ୧ ଲକ୍ଷ ୨୦ ହଜାର ଦେବେ ସରକାର
ଆଜିଠୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା । କଳାହାଣ୍ଡିରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଯୋଜନାରେ ୫୦ ହଜାର ଲୋକ ଯୋଡିହେବେ । ଗରିବ, ଭିନ୍ନକ୍ଷମ, ବିଧବା, ଦୂରାରୋଗରେ ପୀଡିତ ବ୍ୟକ୍ତିଙ୍କ ସହ ସହିଦ ପରିବାର, ପଦ୍ମଶ୍ରୀ ପରିବାର, ଅଗ୍ନି ବିପନ୍ନ ଆଦି ଲୋକ ସାମିଲ…