ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ଚାଲିଛି ତଦନ୍ତ, ଯେଉଁମାନେ ଦୋଷୀ ଧରାପଡ଼ିବେ: ଅନୁଭବ
କଟକ : ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ଚାଲିଛି ତଦନ୍ତ । ହ୍ୟୁମାନଙ୍କ ମୃତ୍ୟୁରେ ଯେଉଁମାନେ ଦୋଷୀ ସେମାନେ ସମସ୍ତେ ଧରାପଡ଼ିବେ ବୋଲି ପଡ଼ିବେ ବୋଲି କହିଛନ୍ତି ଅନୁଭବ ମହାନ୍ତି । ହ୍ୟୁମାନଙ୍କ ମାଆଙ୍କ ଅଭିଯୋଗକ୍ରମେ ଘଟଣାର ତଦନ୍ତ ଚାଲିଛି । ମୃତ୍ୟୁ ପଛର କାରଣ ଓ କେମିତି ମୁତ୍ୟୁ ମୁଖରେ…