ବର୍ଷା ଓ ଅନୁଭବ ଘରୋଇ ହିଂସା ମାମଲା: କୋର୍ଟରେ ହାଜର ହେଲେନି ଅନୁଭବ ମହାନ୍ତି
କଟକ (କେନ୍ୟୁଜ): ବର୍ଷା ଓ ଅନୁଭବ ଘରୋଇ ହିଂସା ମାମଲାରେ କୋର୍ଟରେ ହାଜର ହେଲେନି ଅନୁଭବ ମହାନ୍ତି। ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ମାମଲାରେ ଅନୁଭବ ଓ ଦୁଇ ସହଯୋଗୀଙ୍କୁ ଆଜି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଟାଇମ ପିଟିସନ ଜରିଆରେ ସମୟ ମାଗିଛନ୍ତି ଅନୁଭବ ମହାନ୍ତି ।…