ବୋଲେରୋକୁ ଧକ୍କା ଦେଲା ଟ୍ରକ: ଡ୍ରାଇଭର ମୃତ, ୬ଜଣ ଗୁରୁତର
ଅନୁଗୋଳ: ଅଧା ରହିଗଲା ସମଲେଶ୍ଵରୀଙ୍କ ଦର୍ଶନ । ବୋଲେରୋକୁ ଧକ୍କା ଦେଲା ଟ୍ରକ। ଡ୍ରାଇଭର ମୃତ, ୬ଜଣ ଯାତ୍ରୀ ଗୁରୁତର । ଜଗତସିଂହପୁରରୁ ପରିବାର ସହ ସମଲେଶ୍ଵରୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଅନୁଗୁଳ ଜରପଡା ନିକଟରେ ଦୁର୍ଘଟଣା ଘଟିଛି ।
ବୋଲେରୋରେ ସମସ୍ତ ଯାତ୍ରୀ ଯାଉଥିବାବେଳେ ଏକ ଟ୍ରକ…