Browsing Tag

anupam kher

ମନମୋହନ ସିଂହଙ୍କ ନିଧନରେ ଦୁଃଖୀ ହେଲେ ଅନୁପମ, କହିଲେ ତାଙ୍କ ଚରିତ୍ରରେ ଅଭିନୟ କରିବାରେ ସବୁଠାରୁ କଷ୍ଟକର କଣ ଥିଲା..

ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଙ୍କ ବିୟୋଗରେ ଦେଶରେ ଶୋକର ଛାୟା ଖେଳିଯାଇଛି । ରାଜନୀତିରୁ ଆରମ୍ଭ କରି ବଲିଉଡ଼ ପର୍ଯ୍ୟନ୍ତ । ସବୁ ବର୍ଗର ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାସହ ତାଙ୍କ ଜୀବନରେ କରିଥିବା କାମ ଗୁଡିକ ମନେ ପକାଇଛନ୍ତି । ଅଭିନେତା ଅନୁପମ ଖେର…

ଜାଣନ୍ତୁ ନିଜ ସିଭି ସେୟାର କରି କ’ଣ କହିଲେ ଅନୁପମ ଖେର

୫୦୦ରୁ ଅଧିକ ସିନେମା କରିଥିବା କଳାକାର ଓ ନିର୍ଦ୍ଧେଶକ ଅନୁପମ ଖେର ନିକଟରେ ନିଜର ସିଭି ଲିଙ୍କଡଇନ୍‌ରେ ସେୟାର କରିଛନ୍ତି । ଯେଉଁଥିରେ ନିଜର ଫିଲ୍ମ କାରିୟର ଠାରୁ ଆରମ୍ଭ କରି ବ୍ୟକ୍ତଗତ ଜୀବନ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଦେଇଛନ୍ତି । ‘ସାରାଂଶ’ ଏବଂ ‘ କୁଛ କୁଛ ହୋତା ହୈ ’ ଭଳି ଅନେକ…

ଜୁନିୟର NTRଙ୍କ ଫ୍ୟାନ୍ ହେଲେ ଅନୁପମ ଖୈର, ସେୟାର କଲେ ଫଟୋ

ନିଜର ଚମତ୍କାର ଅଭିନୟ ଏବଂ ଦମଦାର ଚରିତ୍ର ପାଇଁ ଅନୁପମ ଖେର ସର୍ବଦା ଲୋକଙ୍କ ମଧ୍ୟରେ ଚର୍ଚ୍ଚାରେ ଥାଆନ୍ତି । ଏହି ଅଭିନେତା ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ଅଟନ୍ତି । ଏବେ ଅନୁପମ ଖେର ଏବଂ ଜୁନିଅର ଏନଟିଆରଙ୍କର ଏକ ଫଟୋ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।…

ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ଵଳ ହେଲେ ଅଭିନେତା ଅନୁପମ ଖେର

ପୁରୀ (କେନ୍ୟୁଜ): ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତା ଅନୁପମ ଖେର । ଶ୍ରୀଜିଉଙ୍କ ଆଶୀର୍ବାଦ ଭିକ୍ଷା କଲେ । ମହାପ୍ରଭୁଙ୍କ କୃପା ସମସ୍ତଙ୍କ ଉପରେ ରହୁ । ଏଥିସହ ଦେଶର ସମୃଦ୍ଧି ଲାଗି ମଧ୍ୟ ପ୍ରାର୍ଥନା କରିଥିବା କହିଛନ୍ତି ଅନୁପମ ଖେର। ଶ୍ରୀମନ୍ଦିର…

ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ କୁ ଅଶ୍ଲୀଳ ଏବଂ ପ୍ରଚାର ଭିତ୍ତିକ ବୋଲି କହିଲେ IFFI ଜୁରୀ ନାଦବ ଲାପିଡ, ଅନୁପମ ଖେର…

ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଉପରେ ଟିପ୍ପଣୀ ଦେଇ ଫସିଛନ୍ତି ଇସ୍ରାଏଲର ରାଜଦୂତ ନାଦବ ଲାପିଡ । ଗୋଆ ଫିଲ୍ମ ଫେଷ୍ଟିଭାଲରେ ଇଣ୍ଟରନେସନ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ(IFFI))ର ଜୁରୀ ମୁଖ୍ୟ ନାଦବ ଲାପିଡ କହିଛନ୍ତି, ‘ ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ଏକ ଅଶ୍ଳୀଳ ଏବଂ ପ୍ରଚାର ଭିତ୍ତିକ ହୋଇଥିବା…

ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ କରିବେ ଅନୁପମ ଖେର, ନିଜେ ଅଭିନୟ କରିବେ ବୋଲି ଅନ୍ତର୍ଜାତୀୟ ଚଳଚ୍ଚିତ୍ର…

ଭୁବନେଶ୍ୱର (କେନ୍ୟୁଜ୍‌) : ହୁଏତ ଏମିତି କେଉଁଠି ଘଟି ନଥିବ କି ଗୋଟିଏ ଫିଲ୍ମର କାହାଣୀରେ ପ୍ରଭାବିତ ହୋଇ କୌଣସି ଅଭିନେତା ତୁରନ୍ତ ତାର ରିମେକ କରିବାକୁ ଘୋଷଣା କରିଥିବେ । ହେଲେ ଏଭଳି ଘଟିଛି ଏକ ଓଡ଼ିଆ ସିନେମା କ୍ଷେତ୍ରରେ । ଗୋଆଠାରେ ଚାଲିଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ…