Browsing Tag

anupam kher corona

ବଚ୍ଚନ ପରିବାର ପରେ ଏବେ ଅନୁପମ ଖେରଙ୍କ ଘର ଯାଏଁ ପହଞ୍ଚିଲା କରୋନା, ମେଡିକାଲରେ ଭର୍ତ୍ତି ହେଲେ ଅଭିନେତାଙ୍କ ମା’

କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏହି ଭାଇରସ୍‌ ବଲିଉଡ୍‌ର ଷ୍ଟାରମାନଙ୍କୁ ମଧ୍ୟ ନିଜ କବ୍‌ଜାକୁ ନେଇଛି। ଗତକାଲି ବଲିଉଡର ଶେହେନ୍ସା ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଆଜି ପୁଣି…