Browsing Tag

aparajita and sasmit

ମୟୂରଭଂଜ ଜିଲ୍ଲାପାଳଙ୍କ ଏକ ଟି ସର୍ଟକୁ ନେଇ ଅପରାଜିତାଙ୍କ ମନ୍ତବ୍ୟ, କାଉଣ୍ଟର ଆଟାକ୍ କଲେ ସସ୍ମିତ ପାତ୍ରଙ୍କ

କେନ୍ୟୁଜ୍(ବ୍ୟୁରୋ):ଅପରାଜିତା ଷଡ଼ଙ୍ଗୀ-ସସ୍ମିତ ପାତ୍ର ମୁହାଁମୁହିଁ। ସୋସିଆଲ ଫ୍ଲାଟଫର୍ମ ଏକ୍ସରେ ଟକ୍କର। ଏକ ସରକାରୀ କାର୍ଯ୍ୟକ୍ରମରେ ମୟୂରଭଂଜ ଜିଲ୍ଲାପାଳଙ୍କ ଏକ ଟି ସର୍ଟକୁ ନେଇ ମନ୍ତବ୍ୟ ରଖିଥିଲେ ଅପରାଜିତା। ନବୀନଙ୍କ ଫଟୋ ଥାଇ ଟି ସର୍ଟ ପିନ୍ଧିଥିଲେ ଜିଲ୍ଲାପାଳ ବିନିତ ଭରଦ୍ୱାଜ।…