ଅପରାଜିତାଙ୍କ ବାକ୍ୟ ଆକ୍ରମଣରେ ପ୍ରତିଆକ୍ରମଣ କଲା ବିଜେଡ଼ି, ଶ୍ରୀମୟୀ କହିଲେ ବିକାଶ ସହିପାରୁନାହାନ୍ତି ଭୁବନେଶ୍ବର…
ଭୁବନେଶ୍ବର(କେନ୍ୟୁଜ୍):ସାଂସଦ ଅପରାଜିତାଙ୍କୁ କାଉଣ୍ଟର କଲା ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ଜବାବ ଦେଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର। ସେ କହିଛନ୍ତି ଦୀର୍ଘ ଦିନ ପରେ ନିଜର ପାର୍ଟି ଅଫିସରେ ବସି ସାମ୍ବାଦିକ ସମ୍ମିଳନୀ କଲେ। ନବୀନ ପଟ୍ଟନାୟକ ମତେ ଭୁବନେଶ୍ୱର ପାଇଁ ଗୁରୁଦାୟିତ୍ୱ…