Browsing Tag

apologized

କ୍ଷମା ମାଗିଲେ ଓଲିଉଡ଼ ଅଭିନେତା ମନୋଜ ମିଶ୍ର,ବ୍ୟାସକବିଙ୍କ ଉପରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ

କ୍ଷମା ମାଗିଲେ ଓଲିଉଡ଼ ଅଭିନେତା ମନୋଜ ମିଶ୍ର ।  ବ୍ୟାସକବିଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ କ୍ଷମା ମାଗିଛନ୍ତି । ବ୍ୟାସ କବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତାଙ୍କୁ ନେଇ ବ୍ରିଭାନ୍ତିକରଣ ମନ୍ତବ୍ୟ ଦେଇଥିଲେ ।  ବିଭିନ୍ନ ଆଡୁ ଚାପର ଶିକାର ହେବା ପରେ ଶେଷରେ…

‘ଶିବାଜୀ ଆମର ଆରାଧ୍ୟ ଦେବ’, ଛତ୍ରପତିଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବାକୁ ନେଇ କ୍ଷମା ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ…

ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମହାରାଷ୍ଟ୍ରରେ ପହଞ୍ଚି ମୋଦି ଏକ କାର୍ଯ୍ୟକ୍ରମରେ ଘଟଣାକୁ ନେଇ କ୍ଷମା ମାଗିଛନ୍ତି । ପିଏମ୍‌ କହିଛନ୍ତି, ‘ଶିବାଜୀ ଆମର…

ହନି ସିଂଙ୍କୁ କ୍ଷମା ମାଗିଲେ ବାଦଶାହ, ୨ ମାସ ପରେ ଝଗଡାକୁ ନେଇ ନିରବତା ଭାଙ୍ଗିଲେ ରାପର

ହନି ସିଂ ଏବଂ ବାଦଶାହ ସେମାନଙ୍କ ସମ୍ପର୍କକୁ ନେଇ କିଛି ସମୟ ହେବ ଖବରରେ ରହିଛନ୍ତି । ଅନେକ ଥର, ଉଭୟଙ୍କ ମଧ୍ୟରେ ମତଭେଦ ଏବଂ ବିବାଦର ଖବର ସାମ୍ନାକୁ ଆସୁଛି । ଯାହା ସେମାନଙ୍କ ପ୍ରଶଂସକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ରାପର ବାଦଶାହ ନିକଟରେ ୟୋ ୟୋ ହନି ସିଂଙ୍କୁ କ୍ଷମା ମାଗିଥିଲେ ଏବଂ…

ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ନାଗାର୍ଜୁନଙ୍କ ବଡିଗାର୍ଡ, ଅଭିନେତା ମାଗିଲେ କ୍ଷମା

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ଦବଦବା ସମଗ୍ର ବିଶ୍ୱରେ ରହିଛି । ତାଙ୍କ ଫିଲ୍ମକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରୁଥିବା ବେଳେ ତାଙ୍କ ଷ୍ଟାଇଲର ଦିଓ୍ଵାନା । ଅଭିନେତାଙ୍କ ଫ୍ୟାନ୍ସ ଚାରିଆଡେ ରହିଛନ୍ତି । ତେବେ ନାଗାର୍ଜୁନ ଏୟାରପୋର୍ଟରୁ ତାଙ୍କ ବଡିଗାର୍ଡଙ୍କ ସହିତ ବାହାରୁଥିବା ବେଳେ ଜଣେ…

ବିବାଦୀୟ ବୟାନ ପରେ ଭୁଲ ସ୍ୱୀକାର କଲେ ସମ୍ବିତ ପାତ୍ର, କହିଲେ ୩ ଦିନ କରିବେ ଉପବାସ

ଭୁବନେଶ୍ୱର (କେନ୍ୟୁଜ): ଜଗନ୍ନାଥ ଓ ମୋଦିଙ୍କ ସମ୍ପର୍କିତ ବୟାନ ପରେ ଭୁଲ ସ୍ୱୀକାର କଲେ ପୁରୀ ଲୋକସଭା ଆସନ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର । ସମ୍ବିତ ପାତ୍ର ରାତି ପ୍ରାୟ ୧ଟା ସମୟରେ ସୋସିଆଲ ମିଡିଆ ଏକ୍ସରେ କ୍ଷମା ମାଗିବାର ଭିଡିଓ ଶେୟାର କରି ଲେଖିଛନ୍ତି ମୁଁ ମହାପ୍ରଭୁଙ୍କ ନିକଟରେ…