କେଉଁ ସମୟରେ ସେଓ ଖାଇବା ଉଚିତ? ସକାଳେ ନା ରାତିରେ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସୁସ୍ଥ ରହିବା ପାଇଁ ସବୁବେଳେ ସେଓ ଖାଇବାକୁ ପରାମର୍ଶ ଦିଅନ୍ତି । କିନ୍ତୁ ଭଲ ଫଳାଫଳ ପାଇବା ପାଇଁ ଆପଣଙ୍କୁ ଏହି ଫଳକୁ ସଠିକ ପରିମାଣରେ, ସଠିକ୍ ଉପାୟରେ ଏବଂ ସଠିକ୍ ସମୟରେ ଖାଇବାକୁ ପଡିବ । ଆପଣଙ୍କ ସୂଚନା ପାଇଁ କହିରଖୁଛୁ, ସେଓରେ କାର୍ବୋହାଇଡ୍ରେଟ୍,…