Browsing Tag

apple bottle

ଭାରତରେ ୪ ହଜାର ୬୦୦ ରେ ଲଞ୍ଚ ହେଲା ଆପଲ୍ ୱାଟର ବୋଟଲ, ଜାଣନ୍ତୁ ଏହାର ଫିଚର୍

ଆପଲ ପ୍ରଡକ୍ଟ ପ୍ରେମୀଙ୍କ ପାଇଁ ରହିଛି ଖୁସି ଖବର। କାରଣ ଆପଲ ଏବେ ଭାରତୀୟ ମାର୍କେଟରେ ଲଞ୍ଚ କରିଛି ନିଜର ଅନ୍ୟ ଏକ ପ୍ରଡକ୍ଟ ଆପଲ ୱାଟର ବୋଟଲ। କହିବାକୁ ଗଲେ ଆପଲ ନିଜର ବିଭିନ୍ନ ପ୍ରକାରର ପ୍ରଡକ୍ଟ ସବୁ ତିଆରି କରିବାରେ ଲାଗିଛି। ପୁଣି ନିଜ ଗ୍ରାହକଙ୍କ ପାଇଁ ଆଜି ଲଞ୍ଚ କରିଛି ଆପଲ ବୋଟଲ।…