ଫ୍ଲିପକାର୍ଟରେ ଚାଲିଛି ସେଲ, ଭାରି ଡିସକାଉଣ୍ଟ ପରେ ବହୁତ ଶସ୍ତା ଦାମରେ କିଣନ୍ତୁ iPhone
ନୂଆ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ କରୁଛନ୍ତି କି, ତାହେଲେ ଫ୍ଲିପକାର୍ଟ ସେଲର ଫାଇଦା ଉଠାଇପାରିବେ । ପ୍ଲାଟଫର୍ମରେ ନୂଆ ସେଲ ଆରମ୍ଭ ହୋଇଯାଇଛି । ଏଥିରେ ଆପଣଙ୍କୁ ବିଭିନ୍ନ ସ୍ମାର୍ଟଫୋନ୍ସ ଏବଂ ଆହୁରି ଅନେକ ପ୍ରଡକ୍ଟସ ଉପରେ ଭାରି ଡିସକାଉଣ୍ଟ ପାଇପାରିବେ । ସେଲରେ ଆପଣ ଆଇଫୋନ୍ ୧୩କୁ…