iPhone 14 Plus ଉପରେ ମିଳୁଛି ୩୪ ହଜାର ଟଙ୍କାରୁ ବି ଅଧିକ ଡିସକାଉଣ୍ଟ, ଜଳଦି କିଣନ୍ତୁ ସରିଯିବ ଅଫର୍
ବର୍ତ୍ତମାନ ଫ୍ଲିପକାର୍ଟରେ ବହୁତ ବଢ଼ିଆ ପ୍ରାଇସରେ କିଣିନିଅନ୍ତୁ Apple iPhone 14 Plus । ଯଦି ଆପଣ ଫ୍ଲିପକାର୍ଟ ବିଗ୍ ବିଲିୟନ୍ ଡେ ସେଲରେ ଆପଲ୍ଆଇଫୋନ୍ ୧୪ ପ୍ଲସ କିଣିପାରିନାହାଁନ୍ତି ତାହେଲେ ଏବେ ଆପଣଙ୍କ ପାଇଁ ରହିଛି ବଢ଼ିଆ ସୁଯୋଗ । କୁହାଯାଉଛି ଯେ ଆଇଫୋନ୍ ୧୫ ପ୍ଳସ୍, ଆପଲ…