iPhone ୟୁଜର୍ସମାନଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଭାରତରେ Apple ଖୋଲିଲା ଆଉ ୪ଟି Apple store
Apple ଭାରତରେ ୪ଟି ନୂଆ ଫିଜିକାଲ୍ Apple ଷ୍ଟୋର୍ ଖୋଲିବାକୁ ଯାଉଛି । ୨୦୨୨ ମସିହାରେ କମ୍ପାନୀ ଭାରତରେ ଦୁଇଟି ଆପଲ୍ ଷ୍ଟୋର୍ Apple BKC ଏବଂ Apple Saket ଖୋଲିଥିଲା । ଏହି ଦୁଇଟି Apple ଷ୍ଟୋର୍ ଦେଶର ଦୁଇଟି ବଡ଼ ମେଟ୍ରୋ ମୁମ୍ବାଇ ଏବଂ ଦୀଲ୍ଲୀରେ ଖୋଲାଯାଇଛି । ବର୍ତ୍ତମାନ କମ୍ପାନୀ…