ସମ୍ପୂର୍ଣ୍ଣ ବଦଳିଯିବ କି Apple Watch SE 3? ମିଳିବ ଅନେକ କଲରଫୁଲ୍ ଅପ୍ସନ୍
ଚଳିତ ବର୍ଷ ଆପଲ୍ ୱାଚ୍ ଲାଇନ୍ଅପ୍ ରେ ଏକ ବଡ ଅପଡେଟ୍ ଦେଖିବାକୁ ମିଳିପାରେ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବର୍ଷ କମ୍ପାନୀ ପ୍ଲାଷ୍ଟିକ୍ ବଡି ଏବଂ ନୂଆ ଲୁକ୍ ସହିତ Apple Watch SE 3 କୁ ଅପଡେଟ୍ କରିପାରିବ । ଏହା ବ୍ୟତୀତ Apple Watch 11 ସିରିଜ୍ ଏବଂ ଅଲ୍ଟ୍ରା 3 ରେ ମଧ୍ୟ ଅନେକ…