Browsing Tag

apple

ଖୁବ୍ ଶୀଘ୍ର ଆପଲ୍ ଆଣିବାକୁ ଯାଉଛି ମୋବାଇଲ ରୋବଟ୍, କରିବ ସମସ୍ତ ଘର କାମ

ଏବେ ଆଉ ଘରେ ରହିବେନି ଚାକର ଚାକରାଣୀ କାରଣ ଏଣିକି ଘରର ସବୁ କାମ କରିବ ରୋବଟ୍‌ । ଏବେ ପ୍ରତ୍ୟେକ ଘରେ ରହିବେ ରୋବଟ୍‌ । ଖୁବଶୀଘ୍ର ଏନେଇ ସଫ୍ଟୱେୟାର କମ୍ପାନୀ ଆପଲ୍‌ ଏକ ପ୍ଲାନ ପ୍ରସ୍ତୁତ କରୁଛି । ଆଗାମୀ କିଛି ଦିନ ମଧ୍ୟରେ ସମଗ୍ର ବିଶ୍ୱ ଏକ ନୂତନ ଉଦ୍ଭାବନ ଦେଖିବ ବୋଲି ମାର୍କ ଗୁରମନ୍‌…

ଖୁବଶୀଘ୍ର ଆଇଫୋନରେ ଆସିବ Gemini AI, ଗୁଗଲ ସହ ଡିଲ୍‌ କରିବ ଆପଲ୍‌

ଖୁବଶୀଘ୍ର ଆପଲ୍‌ ଏବଂ ଗୁଗଲ ମଧ୍ୟରେ ଏକ ବଡ଼ ଡିଲ୍‌ ହେବାକୁ ଯାଉଛି । ଆପଲ୍‌ ନିଜ ଆଇଫୋନରେ ଗୁଗଲର Gemini AI ଇଞ୍ଜିନ୍‌ ନିର୍ମାଣ କରିବା ପାଇଁ ପ୍ରସ୍ତୁତ ହେଉଛି । ଆପଲ୍‌ ନିଜ ୟୁଜରମାନଙ୍କ ପାଇଁ ଏହି ସୁବିଧା ଆଣିବାକୁ ଯାଉଛି । ଆପଲ୍ ଏହାର ମଡେଲ୍ ବ୍ୟବହାର କରିବା ପାଇଁ ମାଇକ୍ରୋସଫ୍ଟ…

Apple Vision Pro ସାଧାରଣ VR ଗ୍ଲାସ୍ ଠାରୁ ଭିନ୍ନ କାହିଁକି, ଜାଣନ୍ତୁ କେଉଁ କାମରେ ଏହାକୁ ବ୍ୟବହାର କରିପାରିବେ

Apple Vision Pro ର ସବୁ ସ୍ଥାନରେ ଚର୍ଚ୍ଚା ଚାଲିଛି । ୟୁଟ୍ୟୁବର୍ ଠାରୁ ସାଧାରଣ ୟୁଜରଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ କିଣୁଛନ୍ତି ଏବଂ ବ୍ୟବହାର କରୁଛନ୍ତି । କିନ୍ତୁ ବର୍ତ୍ତମାନ ଏହାର ମୂଲ୍ୟ ଜାଣିଲେ କିଛି ଲୋକ ଆଶ୍ଚର୍ଯ୍ୟ ହୋଇପାରନ୍ତି । ତେବେ ମାର୍କେଟରେ ଏହା ପ୍ରାୟ ୩ ଲକ୍ଷ ଟଙ୍କାରେ…

ଦୁନିଆର ଅଦ୍ଭୁତ ଫଳ, ଏହାର ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସେଓ ଏକ ପୁଷ୍ଟିକର ଫଳ । ଯାହାକୁ ଆମେ ଖାଇବା ପାଇଁ ବହୁତ ଭଲ ପାଉ । କିନ୍ତୁ ଆପଣ କେବେ 'ଘୋଷ୍ଟ ଆପଲ୍' ବିଷୟରେ ଶୁଣିଛନ୍ତି କି ? ଏହି ଫଳ କେଉଁଠୁ ଆସିଲା ଏବଂ ଏହା କିପରି ଉତ୍ପାଦନ ହୁଏ ? ଆପଣ ହୁଏତ ଏ ବିଷୟରେ ଜାଣି ନଥିବେ । ଏହା ହେଉଛି ଦୁନିଆର ସବୁଠାରୁ ଅଦ୍ଭୁତ ଫଳ, କାରଣ ଏହି ଫଳକୁ…

ଅଧା ଦାମରେ ପାଇବେ AirPods, କରନ୍ତୁ ଏହି କାମ

ଫେଷ୍ଟିଭ୍‌ ସିଜନରେ Apple ଗ୍ରାହକଙ୍କ ପାଇଁ ଏକ ଭିନ୍ନ ଅଫର୍ ଆଣିଛି । ଏହି ଅଫରରେ Apple AirPodsର କିଛି ସ୍ପେସାଲ୍‌ ମଡେଲଗୁଡିକ ଉପରେ ଡିସକାଉଣ୍ଟ ଦିଆଯାଉଛି । ଏହି ଡିସକାଉଣ୍ଟ କେବଳ ସେହିମାନଙ୍କ ପାଇଁ ମିଳିବ, ଯେଉଁମାନେ iPhone 14 କିମ୍ବା iPhone 14 Plus କିଣିବାକୁ ଚାହୁଁଛନ୍ତି ।…

୧୦ ବର୍ଷ କାମ କରିବା ପରେ କର୍ମଚାରୀଙ୍କୁ ମିଳିଲା ଖାସ ଉପହାର, ଖୁସିରେ ସେୟାର କଲେ ଗିଫ୍ଟର ଫଟୋ

ଅନେକ କମ୍ପାନୀ ମଧ୍ୟରେ ସବୁଠାରୁ ଭିନ୍ନ କମ୍ପାନୀ ହେଉଛି Apple । ଭଲ ସ୍ୟାଲେରୀ ପ୍ୟାକେଜ୍‌, ଭଲ କାର୍ଯ୍ୟ ପରିବେଶ, କାର୍ଯ୍ୟାଳୟ ସୁବିଧା, କାର୍ଯ୍ୟାଳୟରେ ଭଲ ଭୋଜନ, ଇକ୍ୱିଟି ଲାଭ, ଓଭର ଟାଇମ୍‌ ବେତନ ବ୍ୟତୀତ ଅନେକ କାରଣ ପାଇଁ ଏହି କମ୍ପାନୀ ଅନେକ ଲୋକଙ୍କ ସ୍ୱପ୍ନର କମ୍ପାନୀ । ଏହି…

USB ଟାଇପ୍ ସି ପୋର୍ଟ ସହିତ ଆପଲ୍ ଲଞ୍ଚ କଲା ଲାଟେଷ୍ଟ ପେନସିଲ୍‌, ଜାଣନ୍ତୁ କେତ ରହିଛି ଦାମ

USB ଟାଇପ୍ ସି ପୋର୍ଟ ସହିତ ଆପଲ୍ ଏହାର ନେକ୍ସଟ ଜେନେରେସନର ଲାଟେଷ୍ଟ ପେନସିଲ୍‌ ଲଞ୍ଚ କରିଛି । ଆପଲର ଏହି ଲାଟେଷ୍ଟ ପେନସିଲର ମୂଲ୍ୟ ୭,୯୦୦ ଟଙ୍କା ଏବଂ ଏହି ପେନସିଲରେ ଏକ ସ୍ଲାଇଡିଂ କ୍ୟାପ୍ ଡିଜାଇନ୍ ଅଛି ଯାହା USB ଟାଇପ୍ ସି ପୋର୍ଟ ସହିତ ଆସିଥାଏ । ବର୍ତ୍ତମାନ ଆଇପ୍ୟାଡ୍ ସହିତ ଆପଲ୍…

ଆରମ୍ଭ ହେଲା ଆପଲ୍‌ ଫେଷ୍ଟିଭ୍‌ ସିଜନ୍‌ ସେଲ୍‌, iPhoneରେ ମିଳୁଛି ଦମଦାର ଡିସକାଉଣ୍ଟ

ଆପଲ୍‌ ଆଜି ଠାରୁ ଭାରତରେ ବାର୍ଷିକ ପାର୍ବଣ ଋତୁର ସେଲ୍‌ ଆରମ୍ଭ କରିଛି, ଯେଉଁଥିରେ ଆଇଫୋନ୍, ଆଇପ୍ୟାଡ୍, ମ୍ୟାକ୍, ଏୟାରପୋଡ୍ ଏବଂ ଅନ୍ୟାନ୍ୟ ଡିଭାଇସରେ ଭାରି ଡିସକାଉଣ୍ଟ ଏବଂ ଅଫର୍ ମିଳୁଛି । ଏହି ସେଲର ମୁଖ୍ୟ ଆକର୍ଷଣ ହେଉଛି HDFC ବ୍ୟାଙ୍କ କ୍ରେଡିଟ୍ କାର୍ଡର ବ୍ୟବହାର । ଯାହା ବ୍ୟବହାର…

ଇମେଲର ଉତ୍ତର ନଦେଇ ନାମ ନେଲା ଆପଲ ସର୍ଭିସ ସେଣ୍ଟର, ବର୍ତ୍ତମାନ ଦେବ ୧ ଲକ୍ଷ ଟଙ୍କା

ବେଙ୍ଗାଲୁରୁର ଫ୍ରେଜର ଟାଉନର ବାସିନ୍ଦା ଆୱେଜ ଖାନଙ୍କୁ ଆପଲ ଷ୍ଟୋର ୧ ଲକ୍ଷ ଟଙ୍କା ଦେବ । ୩୦ ବର୍ଷୀୟ ଆୱେଜ ଖାନ ଅକ୍ଟୋବର ୨୦୨୧ରେ ଆଇଫୋନ ୧୩ କିଣିଥିଲେ । ଏହି ଫୋନରେ ତାଙ୍କୁ ୧ ବର୍ଷର ୱାରେଣ୍ଟି ମିଳିଥିଲା । କିଛି ଦିନ ବ୍ୟବହାର କରିବା ପରେ ଫୋନରେ ବ୍ୟାଟେରୀ ଏବଂ ଆଇଫୋନ ସ୍ପିକରରେ…

ଜାଣିଛନ୍ତି କି ପ୍ରଥମେ Appleର ଆଇଫୋନ୍ ଆସିଥିଲା ନା ଆଣ୍ଡ୍ରଏଡ୍ ଫୋନ୍ ? ଜାଣନ୍ତୁ ଏହି ପ୍ରଶ୍ନର ଉତ୍ତର

ଫୋନ ବିନା ଲୋକଙ୍କ ଜୀବନ ଅଧା । ସକାଳୁ ଉଠିବା ଠାରୁ ଶୋଇବା ପର୍ଯ୍ୟନ୍ତ ମୋବାଇଲ ନିହାତି ଜରୁରୀ । ବତ୍ତର୍ମାନର ଯୁବପିଢ଼ି ଆଣ୍ଡ୍ରଏଡ ଏବଂ ଆଇଫୋନ ଧରି ମଜା ନେଉଛନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ପ୍ରଥମେ Appleର ଆଇଫୋନ୍ ଆସିଥିଲା ନା ଆଣ୍ଡ୍ରଏଡ୍ ଫୋନ୍ ଆସିଥିଲା । ଏକଥା ଆପଣ ହୁଏତ…

ଫୋନ ଚାର୍ଜରେ ଲଗାଇ ଶୋଉଥିଲେ ସାବଧାନ, Apple ଦେଲା ବଡ଼ ଚେତାବନୀ

କଣ ଆପଣ ଶୋଇଲା ବେଳେ ନିଜ ଫୋନ ଚାର୍ଜରେ ଲଗାଇ ଶୋଉଛନ୍ତି କି ? ଏଭଳି ଅଭ୍ୟାସ ଥିଲେ ସାବଧାନ ହୋଇଯାଆନ୍ତୁ । ଖାସ କରି Apple ନିଜର ୟୁଜର୍ସଙ୍କୁ ଏନେଇ ଏକ ବଡ଼ ଚେତାବନୀ ଦେଇଛି । ଆପଣ ନିଜ ଫୋନକୁ ଯେଉଁଠାରେ ଚାର୍ଜ କରୁଛନ୍ତି ସେହି ସ୍ଥାନରେ ଶୋଇବା ବହୁତ ବିପଜ୍ଜନକ ବୋଲି କମ୍ପାନୀ କହିଛି ।…

ଆପଲ ରିଲିଜ କଲା iOS 16.6 ଏବଂ macOS Ventura 13.5, ଏଭଳି କରନ୍ତୁ ଅପଡେଟ

ଆପଲ, iOS 17, macOS Sonoma ଏବଂ watchOS 10 ବିଟା ପ୍ରସ୍ତୁତ କରିଛି । କମ୍ପାନୀ ଗତ ବର୍ଷର ଅପଡେଟ ପାଇଁ ଛୋଟ ଭର୍ସନ ଉପରେ କାମ ଜାରି ରଖିଛି । ୨୦୨୨ର ଅପରେଟିଂ ସିଷ୍ଟମଗୁଡିକ ଅଧିକାଂଶ ଫିଚର ଏବଂ ଚେଞ୍ଜଗୁଡିକ ଡେଲିଭର କରିଛନ୍ତି ଏବଂ ବର୍ତ୍ତମାନ ସେମାନେ କିଛି ଫାଇନାଲ ପଲିସିଂ ଆବଶ୍ୟକ…