ଅଙ୍ଗନବାଡ଼ି କେନ୍ଦ୍ର ନିଯୁକ୍ତି ପାଇଁ ଆବେଦନପତ୍ର ଚିରି ଫିଙ୍ଗିଦେଲେ, ସିଡିପିଓଙ୍କ ନିକଟରେ ଅଭିଯୋଗ କଲେ ଆବେଦନକାରୀ
ଉଦଳା : ଅଙ୍ଗନବାଡ଼ି କେନ୍ଦ୍ର ହେଲପର ନିଯୁକ୍ତି ପାଇଁ ଆବେଦନ ପତ୍ରକୁ ଚିରି ରାସ୍ତାରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଆଇସିଡ଼ିଏସ କାର୍ଯ୍ୟାଳୟରୁ ଏଭଳି ଅଭିଯୋଗ ଆସିଛି । କପ୍ତିପଦା ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସାମ୍ନା ରାସ୍ତାରେ ପଡ଼ି…