Browsing Tag

apsara rani

ଫିଲ୍ମ ‘ଥ୍ରୀଲର’ ପରେ ପୁଣି ଦର୍ଶକଙ୍କୁ ବେକାବୁ କରିବେ ଅପସରା, ରାମ ଗୋପାଳ ଟ୍ଵିଟ୍‌ କଲେ ନୂଆ ଫିଲ୍ମ

ରାମ ଗୋପାଳଙ୍କ ଫିଲ୍ମ ‘ଥ୍ରୀଲର’ରେ ନଜର ଆସି ସମସ୍ତଙ୍କୁ ଚକିତ କରିଦେଇଥିଲେ ଓଡିଆ ଅଭିନେତ୍ରୀ ଅପସରା ରାନୀ। ଅପସରାଙ୍କ ଦମ୍‌ଦାର ବୋଲ୍ଡ ଅନ୍ଦାଜ ଦର୍ଶକଙ୍କ ମନ ମୋହିନେଇଥିଲା। ଅପସରାକୁ ନେଇ ପୁଣି ଆଉ ଏକ ପ୍ରୋଜେକ୍ଟ ଆରମ୍ଭ କରୁଛନ୍ତି ବଲିଉଡର ଚର୍ଚ୍ଚିତ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ।…

RGVଙ୍କ ଫିଲ୍ମ ‘ଥ୍ରୀଲର’ରେ ଅପ୍ସରାଙ୍କ ସହ ରୋମାନ୍ସ କରିବେ ଓଡ଼ିଆ ପୁଅ ରକ୍, ସାମ୍ନାକୁ ଆସିଲା ଫଟୋ

ବଲିଉଡରେ ଏଣ୍ଟ୍ରି କଲେ ଓଡ଼ିଆ ପୁଅ। ପୁଣିଥରେ ଓଡ଼ିଶାର ଜଣେ ପୁଅକୁ ନିଜ ଫିଲ୍ମରେ ବ୍ରେକ ଦେଲେ ବଲିଉଡ ଫିଲ୍ମ ନିର୍ମାତା ରାମଗୋପାଳ ବର୍ମା। ନିଜ ଫିଲ୍ମ ‘ଥ୍ରୀଲର’ ପାଇଁ ଓଡ଼ିଶାରୁ ନାୟକ ବାଛିଲେ RGV । ନବରଙ୍ଗପୁରର ରକ କଚି (Rock kacchi) ଙ୍କୁ ନାୟକ ଭାବେ ବାଛିଛନ୍ତି ବର୍ମା ।…