ଆରବସାଗରରେ ବଳ ଗୋଟାଉଛି ‘ଆସନା’, ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟ ସରକାରଙ୍କ ସତର୍କତା
ଆରବସାଗରରେ ବଳ ଗୋଟାଉଛି ବାତ୍ୟା ଆସନା । ଗୁଜରାଟର କଚ୍ଛ ତଟ, ପାର୍ଶ୍ବବର୍ତ୍ତୀ ପାକିସ୍ତାନ ଓ ଉତ୍ତର ପୂର୍ବ ଆରବସାଗରରେ ଗଭୀର ଅବପାତ ଶକ୍ତିଶାଳୀ ହୋଇ ବାତ୍ଯାରେ ପରିଣତ ହୋଇଛି । ଘଣ୍ଟା ପ୍ରତି ୫୫ ରୁ ୬୫ କିଲୋମିଟର ବେଗରେ ବହୁଛି ପବନ। ଝଟକା ପବନର ବେଗ ୭୫ କିଲୋମିଟର ରହୁଛି। ଗତ ୬ ଘଣ୍ଟା…