Browsing Tag

Arabinda padhee

ସେବାୟତଙ୍କୁ ଚେତାବନୀ, ରଥ ଉପରେ ଅନଧିକାର ପ୍ରବେଶ ଓ ମୋବାଇଲ ନେଲେ କଡା କାର୍ଯ୍ୟାନୁଷ୍ଠାନ

ପୁରୀ : ନୂଆ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କର ସେବାୟତଙ୍କୁ  କଡ଼ା ଚେତାବନୀ । ରଥ ଉପରେ ଅନଧିକାର ପ୍ରବେଶ ଉପରେ ଲାଗିବ କଟକଣା  l ରଥ ଉପରେ ଚଢିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ସେବା ନଥିଲେ ରଥ ଉପରକୁ ଯାଇପାରିବେନି ସେବାୟତ । ରଥ ଉପରକୁ ମୋବାଇଲ ସମ୍ପୂର୍ଣ୍ଣ ବାରଣ ସହ ସେବାୟତମାନେ…

ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ

ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବରିଷ୍ଠ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ । ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢ଼ୀଙ୍କୁ ମୁଖ୍ୟପ୍ରଶାସକ ଦାୟିତ୍ୱ । ଏବେ କୃଷି ବିଭାଗର ପ୍ରମୁଖ ସଚିବ ଅଛନ୍ତି ଅରବିନ୍ଦ ପାଢ଼ୀ । ଅନ୍ୟାଦେଶ ପର୍ଯ୍ୟନ୍ତ ବୀର…