Odisha News
Browsing Tag

aravind agarwal

ସ୍କୁଲରେ ପିଲାଙ୍କୁ ପାଠ ପଢାଇଲେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ

ପୁରୀ : ପୁଣି ଥରେ ଚର୍ଚ୍ଚାରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ସ୍କୁଲ ପରିଦର୍ଶନ ସହ ପିଲାଙ୍କୁ ପଢାଇଲେ ପାଠ । ସାକ୍ଷୀଗୋପଳ ସ୍ଥିତ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ସ୍ୱଛତା ରଖିବା ସହ ପାଠ ପଢାଇଥିଲେ । ଆଉ ବିଷୟ ବସ୍ତୁଥିଲା ରାମାୟଣ । ଏହା ପରେ ଆରମ୍ଭ କରିଥିଲେ…