Browsing Tag

archana nag case

ଆଗକୁ ଅର୍ଚ୍ଚନା-ଜଗବନ୍ଧୁ-ଖଗେଶ୍ୱର ସହ ମୁହାଁମୁହିଁ ଜେରା! ଏବେ ଛାନିଆ ହେଲେଣି ବଡ଼ବଡ଼ିଆ

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱର ଗିରଫ ପରେ ଏବେ ବଡ଼ବଡ଼ିଆ ଛାନିଆ । ରିମାଣ୍ଡରେ ଖଗେଶ୍ୱର ପାତ୍ର । ଅର୍ଚ୍ଚନା ନାଗ୍‌ଙ୍କ ସହଯୋଗୀ ଖଗେଶ୍ୱରକୁ ୧୦ ଦିନିଆ ରିମାଣ୍ଡରେ ନେଇଛି ଇଡି । ଆଗକୁ ଅର୍ଚ୍ଚନା-ଜଗବନ୍ଧୁ-ଖଗେଶ୍ୱର ସହ ମୁହାଁମୁହିଁ ଜେରା ହୋଇପାରେ।…

ଅର୍ଚ୍ଚନା ନାଗ୍‌ଙ୍କ ସହଯୋଗୀ ଖଗେଶ୍ୱରକୁ ୧୦ ଦିନିଆ ରିମାଣ୍ଡରେ ନେଲା ଇଡି, ଆଗକୁ କାହା ପାଳି ବଢୁଛି ସସପେନ୍‌ସ

କେନ୍ୟୁଜ୍ (ବ୍ୟୁରେ): ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର । ଆଗକୁ କିଏ ? ଚାଲିଛି ତଦନ୍ତ । ଇଡି ଖୋଲୁଛି ଖଗେଶ୍ୱରର ପେଡ଼ି। ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱର ପାତ୍ରର ୫ଟି ଆକାଉଣ୍ଟରେ ୫୦ଲକ୍ଷରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ । ବର୍ତ୍ତମାନ ସୁଦ୍ଧା ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରର ୧୨ଟି…

ଅର୍ଚ୍ଚନା ନାଗ ମାମଲାରେ ଇଡିର ଚଢାଉ, ଆଜି ୬ଟି ସ୍ଥାନରେ ଚାଲିଛି ରେଡ୍‌

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ନାଗ ମାମଲାରେ ଇଡିର ତଢାଉ । ଆଜି ତାଙ୍କ ଘରେ ପଞ୍ଝା ମାରିଛି ତଦନ୍ତକାରୀ ଟିମ୍‌ । ଏକକାଳୀନ ୬ଟି ସ୍ଥାନରେ ରେଡ୍‌ ଚାଲିଥିବା ସୂଚନା ମିଳିଛି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଅର୍ଚ୍ଚନାଙ୍କ ପୈତୃକ…

ଅର୍ଚ୍ଚନାଙ୍କ ରାଜ୍ୟ ବାହାର ଲିଙ୍କ୍‌ : ଦିଲ୍ଲୀ, ମୁମ୍ବାଇ ଓ ଭାଇଜାଗର କିଛି କମ୍ପାନି ସହ ଟଙ୍କା କାରବାର ହୋଇଥିବା…

ଭୁବନେଶ୍ୱର (କେନ୍ୟୁଜ):  ଅର୍ଚ୍ଚନା ନାଗ୍‌ଙ୍କ ବାହାର ରାଜ୍ୟରେ ଲିଙ୍କ୍‌ । ଦିଲ୍ଲୀ, ମୁମ୍ବାଇ ଓ ଭାଇଜାଗ୍‌ ଭଳି ବଡ଼ ବଡ଼ ସହରରେ ଅର୍ଚ୍ଚନାଙ୍କ ସମ୍ପର୍କ । ଓଡ଼ିଶା ସହ ବାହାର ରାଜ୍ୟର କିଛି କମ୍ପାନି ସହ ହୋଇଛି ଟଙ୍କା କାରବାର । ମୋଟା ଅଙ୍କର ଟଙ୍କା ନେଣଦେଣ ହୋଇଛି । ଏଭଳି କିଛି ବଡ଼ ତଥ୍ୟ…

ବଢ଼ିଲା ବଡ଼ବଡ଼ିଆଙ୍କ ହାର୍ଟ ବିଟ୍‌: ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କଲା ଇଡି

ଭୁବନେଶ୍ବର(କେନ୍ୟୁଜ୍): ବଢ଼ିଲା ବଡ଼ବଡ଼ିଆଙ୍କ ହାର୍ଟ ବିଟ୍‌ । କିଏ ବିଳିବିଳେଇଲେଣି ତ କିଏ ଖସିବାକୁ ଖୋଜିଲେଣି ବାଟ । ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ସମ୍ପତ୍ତିର ଚାଲିଛି ହିସାବ । ତଦନ୍ତ ଚଳାଇଛନ୍ତି ଇଡ଼ିର…

ଇଡି ଖୋଲିବ ନାଗ ଫାଶ: ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ

ଭୁବନେଶ୍ବର(କେନ୍ୟୁଜ୍):  ଇଡି ଖୋଲିବ ନାଗ ଫାଶ । ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇଡି । ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ୱର ଓ ପୀଡ଼ିତାଙ୍କ ନାଁରେ ମାମଲା…