ମଲାଇକାଙ୍କ ସହ ସମ୍ପର୍କ ତୁଟିବା ପରେ ଅର୍ଜୁନ କପୁରଙ୍କ ବଡ ବୟାନ…ସିଙ୍ଗଲ ରହିବା ଭଲ
ବଲିଉଡ ଅଭିନେତା ଅର୍ଜୁନ କପୁର ତାଙ୍କ ଫିଲ୍ମ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଥାନ୍ତି । ପ୍ରସିଦ୍ଧ ପ୍ରଯୋଜକ ବୋନି କପୁରଙ୍କ ପୁଅ ହେଉଛନ୍ତି ଅର୍ଜୁନ କପୁର । ୧୨ ବର୍ଷରୁ ଅଧିକ ସମୟ ଧରି ସେ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି । ଇଣ୍ଡଷ୍ଟ୍ରିରେ ସେ ସଫଳତା ପାଇ…