ତେଜୁଛି ବଲାଙ୍ଗିର ରାଜ ପରିବାରର କଳି : ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅର୍କେଶ
ବଲାଙ୍ଗିର (କେନ୍ୟୁଜ): ତେଜୁଛି ବଲାଙ୍ଗିର ରାଜ ପରିବାର ଅର୍କେଶ-ଅଦ୍ରିଜାଙ୍କ ବିବାଦ । ବଲାଙ୍ଗିର ରାଜପରିବାର ବିରୋଧରେ ସାନବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ ଆଣିଥିବା ଘରୋଇ ହିଂସା ମାମଲାରେ ନୂଆ ମୋଡ଼ । ଡେରାଡୁନସ୍ଥିତ ଅର୍କେଶନାରାୟଣ ସିଂଦେଓଙ୍କ ଘରେ କାମ କରୁଥିବା ମହିଳା ସହାୟିକା ରବିତା…