Browsing Tag

army jawans

ଅବସର ନେଇ ଗାଁକୁ ଫେରିଲେ ଯବାନ, ପାଦ ଧୋଇଦେଲେ ଗାଁ ଲୋକେ

ବରଗଡ: କାର୍ଯ୍ୟକ୍ଷେତ୍ରରୁ ଅବସର ନେଇ ଫେରିଲେ ଯବାନ । ଆଉ ଏ ଅବସରରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଛନ୍ତି ଗାଁ ଲୋକେ । ଗାଁର ସୁନାପୁଅ ଆଜି ଗାଁକୁ ଫେରିଛି । ଏନେଇ ଗାଁ ଆଉ ପରିବାରରେ ନାହିଁ ନଥିବା ଖୁସି । ହଁ ଦର୍ଶକବନ୍ଧୁ, ଅବସରପ୍ରାପ୍ତ ଯବାନଙ୍କୁ ଜନ୍ମମାଟି ବ୍ରହ୍ମଚାରୀ ଗାଁରେ…

ଗାଁରେ ପହଁଚିଲା ଯବାନଙ୍କ ମର ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଶେଷକୃତ୍ୟ

ଯାଯପୁର: ରାତି ପାହିଲେ ସ୍ବାଧୀନତା ଦିବସ । ତ୍ରିରଙ୍ଗା ପତାକା ସାମ୍ନାରେ ଯାଇ ସାଲ୍ୟୁଟ୍ କରିଥାନ୍ତେ । ସ୍ବାଭିମାନର ସହ ଯେଉଁ ପତାକାକୁ ମଥା ଟେକି ସାଲ୍ୟୁଟ୍ କରିଥାନ୍ତେ, ଆଜି ସେହି ତ୍ରିରଙ୍ଗା ପତାକାକୁ ଘୋଡ଼ାଇ ଗାଁକୁ ଫେରିଛନ୍ତି । ସେ ପୁଣି ଜୀବିତ ଅବସ୍ଥାରେ ନୁହେଁ ବରଂ ମୃତ ଅବସ୍ଥାରେ…

ପୁରୁଣା ସ୍ମୁତି ମନେ ପକାଇ ଭିଜିଲା ଆଖି, ସହିଦ ଭାଇଙ୍କ ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧିଲେ ଭଉଣୀ

ମାଲକାନଗିରି: ସହିଦ ଯବାନଙ୍କ ପ୍ରତିମୂର୍ତ୍ତିକୁ ପୂଜା କରୁଛନ୍ତି ଜଣେ ଯୁବତୀ । ଏପଟେ କୁନି କୁନି ଝିଅମାନେ ସହିଦ ଯବାନଙ୍କ ହାତରେ ବାନ୍ଧୁଛନ୍ତି ରାକ୍ଷୀ । ମାଟି ମା’ ପାଇଁ ସହିଦ ହୋଇଥିବା ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ । ପୁରୁଣା ସ୍ମୁତି ମନେ ପକାଇ ଭିଜିଲା ଭଉଣୀ ଆଖି ।…

୩୦ ବର୍ଷ ଧରି ଦେଶ ମାତୃକାର ସେବା ପରେ ନିଜ ଭିଟାମାଟିକୁ ଫେରିଲେ ଗାଁ ପୁଅ ବିଜୟ

କାର୍ଗିଲ୍ ଯୁଦ୍ଧ ଠାରୁ ଆରମ୍ଭ କରି ବିଭିନ୍ନ ପରିସ୍ଥିତିରେ ଦେଶପାଇଁ, ଶତ୍ରୁପକ୍ଷ ସୈନ୍ୟ ସହ ବୀରତ୍ୱର ସହ ଲଢେ଼ଇ କରିଥିଲେ । ଏବେ ୩୦ ବର୍ଷ ପରେ ସୀମାନ୍ତରୁ ନିଜ ଭିଟାମାଟିକୁ ଫେରିଲେ ଗାଁ ପୁଅ । ସେଥିପାଇଁ ସମସ୍ତେ, ଗାଁ ରାସ୍ତାରୁ ଘଣ୍ଟ-ମୃଦଙ୍ଗ ବଜାଇ ପାଛୋଟି ନେଲେ । ଏଭଳି ଏକ ନିଆରା…

ଯବାନରୁ ସଫଳ ଚାଷୀ, ଦେଶବାସୀଙ୍କୁ ସୁରକ୍ଷା ଦେବା ପରେ ଏବେ ଯୋଗାଉଛନ୍ତି ଆହାର

କେବେ ବନ୍ଧୁତ ପୁଣି କେବେ କୋଦାଳ । ଦିନେ ହାତରେ ବନ୍ଧୁକ ଧରି କାଶ୍ମୀର ଆତଙ୍କବାଦୀଙ୍କ କବଳରୁ ଦେଶ ମାତୃକାକୁ ସୁରକ୍ଷା ଦେଉଥିଲେ । ଅବସର ପରେ ପୁରୀ-ଭୁବନେଶ୍ଵର ଜାତୀୟ ରାଜପଥରେ ହାଇୱେ ପ୍ରେଟୋଲିଙ୍ଗରେ ସବ୍ ଇନିସପେକ୍ଟର ଅଫିସର ଭାବରେ କାର୍ଯ୍ୟ କରୁଛନ୍ତି । ଅବସର ପରେ ହାତରେ କୋଦାଳ ଧରି…

ଯବାନଙ୍କ ପାଇଁ ଖୁସି ଖବର : ସ୍ବତନ୍ତ୍ର ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଏସଓଜି ଯବାନଙ୍କ ସ୍ବତନ୍ତ୍ର ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଅପରେସନରେ ଯାଉଥିବା ଏସଓଜି ଯବାନଙ୍କ ସ୍ବତନ୍ତ୍ର ଭତ୍ତାକୁ ୮ହଜାରରୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ…