Sabuthi Sabubele Hata Muthare Khabar
Browsing Tag

Army Public School

ଆର୍ମି ପବ୍ଲିକ୍‌ ସ୍କୁଲରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଖାଲି ରହିଛି ୮ ହଜାର ପଦବୀ, ଆଜି ହିଁ କରନ୍ତୁ ଆବେଦନ

ଆପଣ ଯଦି ଶିକ୍ଷକ ହେବା ପାଇଁ ଚାହୁଁଛନ୍ତି ତେବେ ଆର୍ମି ପବ୍ଲିକ୍‌ ସ୍କୁଲ ଆପଣଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ। ଦେଶରେ ସମୁଦାୟ ୧୩୭ଟି ଆର୍ମି ପବ୍ଲିକ୍‌ ସ୍କୁଲରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ପାଖାପାଖି ଆଠ ହଜାର ପଦବୀ ଖାଲି ରହିଛି। ବର୍ତ୍ତମାନ ଆପଣ ଏହି ସ୍କୁଲରେ ନିଯୁକ୍ତି ପାଇଁ…