ନିଲାମ ହେଲା ଅର୍ପଣ ଚାଉଳ, ୨କୋଟି ୮୬ ଲକ୍ଷ ଟଙ୍କାରେ ବିକ୍ରି ହେଲା ୧୦ ହଜାର ୩୨୨ କ୍ୱିଣ୍ଟାଲ ଚାଉଳ
ପୁରୀ : ନିଲାମ ହେଲା ଅର୍ପଣ ଚାଉଳ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ସାରା ରାଜ୍ୟରୁ ସଂଗୃହୀତ ଅର୍ପଣ ଚାଉଳକୁ ଶେଷରେ ନିଲାମ କରାଯାଇଛି । କ୍ୱିଣ୍ଟାଲ ପିଛା ୨୭୮୦ ଟଙ୍କାରେ ଏହି ଅର୍ପଣ ଚାଉଳକୁ ନିଲାମ କରାଯାଇଛି । ମୋଟ ୨କୋଟି ୮୬ ଲକ୍ଷ ଟଙ୍କାରେ ଏହି ଚାଉଳ ନିଲାମ ହୋଇଛି । ୧୦…