ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା, ସାମୟିକ ଭାବେ ବନ୍ଦ ରହିବ ଧାଡ଼ିଦର୍ଶନ ବ୍ୟବସ୍ଥା
ପୁରୀ : ନୂଆବର୍ଷ ପାଇଁ ପ୍ରସ୍ତୁତି । ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି । ଭକ୍ତଙ୍କ ପ୍ରବଳ ସମାଗମ କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଡିସେମ୍ବର ୩୧ ଓ ଜାନୁଆରି ୧ତାରିଖ ରେ ନୀତି କାନ୍ତି…