Browsing Tag

arrest

ଧଉଳି ଗଣ ଦୁଷ୍କର୍ମ ମାମଲା ଆଉ ଜଣେ ଗିରଫ , କ୍ରାଇମ୍ ସ୍ପଟ୍ ନେବ କମିଶନରେଟ ପୋଲିସ

ଭୁବନେଶ୍ୱର : ଧଉଳି ଗଣ ଦୁଷ୍କର୍ମ ମାମଲା ଆଉ ଜଣେ ଗିରଫ । ଫେରାର ଅନ୍ୟତମ ଅଭିଯୁ଼କ୍ତ ସାଗର ଜେନାକୁ ରାଜ୍ୟ ବାହାରୁ ଗିରଫ କଲା କମିଶନରେଟ୍ ପୋଲିସ୍ । ଗିରଫ ପରେ ସାଗରକୁ କ୍ରାଇମ୍ ସ୍ପଟ୍ ନେବ ପୋଲିସ । ଏହା ପରେ ଟିଆଇ ପରେଡ କରିବ । ସାଗର ଜେନା ନାଁରେ ପୂର୍ବରୁ ଅନେକ ମାମଲା ରହିଛି । ବଡଗଡ…

କଟକ ନିର୍ଗୁଣ୍ଡି ଡବଲ୍ ମର୍ଡର ଘଟଣାରେ ଆଉ ଦୁଇ ଗିରଫ, ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି

ଚୌଦ୍ବାର: କଟକ ନିର୍ଗୁଣ୍ଡି ଡବଲ୍ ମର୍ଡର ଘଟଣାରେ ଆଉ ଦୁଇ ଗିରଫ । ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଙ୍ଗୀ ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ସୁକିନ୍ଦା ଥାନା ଅଞ୍ଚଳର ସ୍ବପ୍ନେଶ୍ବର ମହନ୍ତ ଓ କାନପୁର ଅଞ୍ଚଳର ସୂର୍ଯ୍ୟମଣୀ ମୁଦୁଲି । ପୂର୍ବରୁ ୩ ଜଣ ଗିରଫ ହୋଇଥିଲେ । ମୋଟ…

ଗୁଳି ଭର୍ତ୍ତି ମାଉଜର ସହ ଦୁଇ ଯୁବକ ଗିରଫ, ପାଟ୍ରୋଲିଂ ବେଳେ ଧରିଲା ପୋଲିସ

ଭଞ୍ଜନଗର: ଗୁଳିଭର୍ତ୍ତି ମାଉଜର ସହ ଦୁଇ ଯୁବକ ଗିରଫ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳରେ ଗୁଳି ଭର୍ତ୍ତି ମାଉଜର ଧରି ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ସଂପୃକ୍ତ ଯୁବକଙ୍କୁ ସନ୍ଦେହରେ ଧରି…

ନାବାଳିକାଙ୍କ ନାମରେ ଫେକ୍ ଇନଷ୍ଟାଗ୍ରାମ ଏକାଉଣ୍ଟ ଖୋଲି ଆପତ୍ତିଜକନ ଫଟୋ ପୋଷ୍ଟ, ଯୁବକ ଗିରଫ

ବ୍ରହ୍ମପୁର :  ଜଣେ ନାବାଳିକାଙ୍କ ନାମରେ ଫେକ୍ ଇନଷ୍ଟାଗ୍ରାମ ଏକାଉଣ୍ଟ ଖୋଲି ଆପତ୍ତିଜକନ ଫୋଟ ପୋଷ୍ଟ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କଲା ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ ।   ଗିରଫ ଯୁବକ ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଦୁର୍ବନ୍ଧ ଗାଁର ଶିବାନନ୍ଦ ରାଉଳ । …

ନକଲି ପୋଲିସ ପରିଚୟ ଦେଇ କରୁଥିଲେ ଠକେଇ, ବାନ୍ଧିଲା ଅସଲି ପୋଲିସ

ଅନୁଗୁଳ : ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ନକଲି ପୁଲିସର ପରିଚୟ ଦେଇ ଟଙ୍କା ଠକିନେବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଅନୁଗୁଳ ସଦର ଥାନା ପୋଲିସ । ଗିରଫ ଯୁବକ ଜଣଙ୍କ ହେଲେ ଖମାର ଥାନା କୁଞ୍ଜାମ ଗାଁର ବିରଞ୍ଚି ନାରାୟଣ ନାଏକ ବୋଲି ପୋଲିସ ସୂଚନା ଦେଇଛି । ତାଙ୍କ ଠାରୁ ୫୦…

ଗିରଫ ହେଲେ BMC ନିର୍ବାହୀ ଯନ୍ତ୍ରୀ , ଭୁବନେଶ୍ୱରରେ ରହିଛି ବହୁ ମୂଲ୍ୟବାନ ପ୍ଲଟ

କଟକ : ବନ୍ଧା ହେଲେ କୁବେର ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ଆଜି ସ୍ବତନ୍ତ୍ର କୋର୍ଟ ଚାଲାଣ କରାଯିବ । ଗତକାଲି BMC ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘର ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ରେଡ୍…

ସମ୍ପତ୍ତି ପାଇଁ ଭାଇକୁ ହତ୍ୟା କଲା ଭାଇ: ୩ ଜଣଙ୍କୁ ଗିରଫ କଲା ପୋଲିସ, ଜଣେ ଫେରାର

କଟକ: ଭାଇ ସାଜିଲା ଭଗାରୀ । ସମ୍ପତ୍ତି ପାଇଁ ଭାଇକୁ ହତ୍ୟା କଲା ଭାଇ । ମିଳିମିଶି ଜୀବନ ନେଲେ ଭାଇ, ଭାଇ ବୋହୂ ଓ ପୁତୁରା । କଟକ ବକ୍ସିବଜାର ସିଡିଏ ମାର୍କେଟ କମ୍ପ୍ଲେକ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ତିନି ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଅଭିଯୁକ୍ତ ଉମେଶ ବାରିକ, ସରସ୍ଵତୀ…

ନିଜ ଖୋଳିଥିବା ଗାତରେ ପଡିଲେ ପାକିସ୍ତାନ ସେନା ମୁଖ୍ୟ, ଅସୀମ ମୁନିରଙ୍କ ଗାଦିଚ୍ୟୁତ ସହ ଗିରଫ ହୋଇଥିବା ଚର୍ଚ୍ଚା

ପାକିସ୍ତାନ ଭିତରେ ଗୃହ ଯୁଦ୍ଧ । ନିଜ ଖୋଳିଥିବା ଗାତରେ ପଡିଲେ ପାକିସ୍ତାନ ସେନା ମୁଖ୍ୟ । ଜେନେରାଲ ଅସୀମ ମୁନିରଙ୍କ ଆସନ ଟଳମଳ । ତାଙ୍କୁ ଗାଦିଚ୍ୟୁତ କରିବା ସହ ଗିରଫ କରାଯାଇଥିବା ଚର୍ଚ୍ଚା ହେଉଛି । ମୁନିରଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇଛି । ଜଏଣ୍ଟ ଚିଫ ଅଫ ଷ୍ଟାଫ୍ କମିଟି ଜେନେରାଲ…

୩୨ ବର୍ଷର ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା

ପାଳଲହଡ଼ା: ବବର୍ରତାର ଆଉ ଏକ ଘଟଣା ସାମ୍ନାକୁ ଆସିଛି । ୩୨ ବର୍ଷର ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମହିଳାଙ୍କ ମୃତଦେହକୁ ନବନିର୍ମିତ ଅଙ୍ଗନବାଡ଼ି ଘରୁ ଠାବ କରାଯାଇଛି । ଏଭଳି ବିଭତ୍ସ କାଣ୍ଡ ଅନୁଗୋଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳରେ ଘଟିଥିବା ନେଇ…

ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ, ୩ ଗିରଫ

ଉଦଳା: ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ । ଏକ ଘରୋଇ ବସରୁ ବ୍ୟାପକ ଦେଶୀ ମଦ ଜବତ କରିଲା ଉଦଳା ପୋଲିସ । ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ୩ ଜଣ ବେପାରୀ ଧରାପଡ଼ିଛନ୍ତି । ଏକ ବସରୁ ୧୫୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ । ଦଳାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା…

ଗିରଫ ହେଲେ କନିଷ୍ଠ କିରାଣୀ ଦେବଯାନୀ କର, ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡରେ ଧରିଥିଲା ଭିଜିଲାନ୍ସ

ଭୁବନେଶ୍ୱର : ଗିରଫ ହେଲେ କନିଷ୍ଠ କିରାଣୀ ଦେବଯାନୀ କର । ସୋମବାର ଲାଞ୍ଚ ନେଉଥିବା ସମୟରେ ରେଡ୍ ହ୍ୟାଣ୍ଡରେ ଧରିଥିଲା ଭିଜିଲାନ୍ସ । ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର ଲାଞ୍ଚ ନେଉଥିବା ସମୟରେ ମାଡିବସିଥିଲା ଭିଜିଲାନ୍ସ । ତାଙ୍କ କାର୍ଯ୍ୟାଳୟରୁ ୧୫ଲକ୍ଷ ୮ହଜାର…

ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଅମାପ ସମ୍ପତ୍ତିର ମାଲିକ ଥିଲେ ବିଶ୍ୱନାଥ ପାତ୍ର

କଟକ : ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଭିଜିଲାନ୍ସ ଅଧିକାରୀମାନେ ଆଜି ବିଶ୍ୱନାଥ ପାତ୍ରଙ୍କୁ ଗିରଫ କରିଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଜୟପୁରରେ…