Browsing Tag

arrest by vigilance

ଭିଜିଲାନ୍ସ ଜାଲରେ ସମବାୟ ଅଧିକାରୀ, ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଗିରଫ

କଟକ : ଭିଜିଲାନ୍ସ ଜାଲରେ ସମବାୟ ଅଧିକାରୀ ।  ୩୩ ଲକ୍ଷ ୮୦ ହଜାର ଟଙ୍କା ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ସମବାୟ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ।  ଅନୁଗୁଳ ଜିଲ୍ଲାର ସମବାୟ ବ୍ୟାଙ୍କିଂ ବ୍ୟବସ୍ଥାରେ ଏହି ୩୩ ଲକ୍ଷ ୮୦ ହଜାର ୯୬୩ ଟଙ୍କାର ଅର୍ଥ ଆତ୍ମସାତ ଅଭିଯୋଗ ।  ମାମଲାରେ…

ଭିଜିଲାନ୍ସ ଜାଲରେ ACSO, ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ

ଭୁବନେଶ୍ବର: ୧୫ ହଜାର ଟଙ୍କା ଲାଞ୍ଚ ନେଇ ACSO ଧରାପଡ଼ିଲେ । ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଏ ଅଫିସର । କେନ୍ଦୁଝର ଚମ୍ପୁଆ ACSO ଧୁମାରାମ ମୁର୍ମୁଙ୍କୁ ଧରିଲା ଭିଜିଲାନ୍ସ । ଧାନ କିଣା ପାଇଁ ମାଗୁଥିଲେ ଲାଞ୍ଚ । ଜଣେ ସ୍ଥାନୀୟ ଲ୍ୟାମ୍ପ ଇନଚାର୍ଜଙ୍କ ଠାରୁ ଧାନ କିଣା ନେଇ ୧୫…

ଲାଞ୍ଚ ନେବା ଅଭିଯୋଗରେ ୨ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ

କଟକ : ଲାଞ୍ଚ ନେବା ଅଭିଯୋଗରେ୨ ଗିରଫ ।  ଟିଟିଲାଗଡ଼ ସର୍କଲ୍ କାର୍ଯ୍ୟାଳୟର ୨ ଜଣ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ । ଗିରଫ ଦୁଇ ଜଣ ସିନିୟର ଆସିଷ୍ଟାଣ୍ଟ ଅନିଲ କୁମାର ପଣ୍ଡା ଓ ପିଅନ୍ ହରେକୃଷ୍ଣ ମାଝୀ । ଉଭୟେ ଟିଟିଲାଗଡ଼ ସ୍ଥିତ ARCS କର୍ମଚାରୀ । ଗତବର୍ଷ ଜାନୁଆରୀରେ ଅବସରପ୍ରାପ୍ତ…

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

କଟକ: ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । କୁବେର ଯନ୍ତ୍ରୀଙ୍କ ଅଚଳାଚଳ ସଂପତ୍ତି । ମାଳମାଳ ବଲ୍ଡିଂ, ପୁଳାପୁଳା ପ୍ଲଟ । ଜମିଦାର ଇଞ୍ଜିନିୟରଙ୍କର ରହିଛି ମୋଟ ୮୩ ଏକରର ୯୭ ପ୍ଲଟ । ୧୭ ଏକର…

ଲାଞ୍ଚ ନେବା ବେଳେ ଜେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ, ନେଉଥିଲେ ୧ ଲକ୍ଷ ୩୬ ହଜାର ଟଙ୍କା

ଭୁବନେଶ୍ବର: ଲାଞ୍ଚୁଆ ସରକାରୀ ବାବୁଙ୍କୁ ଓଡ଼ିଶା ଭିଜିଲାନ୍ସର ଶକ୍ତ ଚାପୁଡ଼ା । ୧ ଲକ୍ଷ ୩୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମ୍ୟ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ବେସରକାରୀ ସହଯୋଗୀ…

ଦୁର୍ନୀତି ମାମଲାରେ ପୂର୍ବତନ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଦୋଷୀ ସାବ୍ୟସ୍ତ

ବାଲେଶ୍ୱର :  ଓଡ଼ିଶା ଭିଜିଲାନ୍ସ ଏକ ଦୁର୍ନୀତି ମାମଲାରେ ବାଲେଶ୍ୱର ଜିଲ୍ଲାର ନୀଳଗିରିର ଜଣେ ପୂର୍ବତନ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ଦୋଷୀ ସାବ୍ୟସ୍ତ କରିଛି । ବାଲେଶ୍ୱରର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ପୂର୍ବତନ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ରଙ୍କୁ…

ଭିଜିଲାନ୍ସ ଜାଲରେ ଦୁର୍ନୀତିଗ୍ରସ୍ତ ଅଡିଟର! ଘରୁ ମିଳିଲା ୨୮ ଲକ୍ଷ ନଗଦ ଟଙ୍କା

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଦୁର୍ନୀତିଗ୍ରସ୍ତ ଅଡିଟର!। ଘରୁ ମିଳିଲା ୨୮ ଲକ୍ଷ ନଗଦ ଟଙ୍କା। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଅଡିଟର। ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଜଣେ ଅଡିଟରଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଜଣେ କର୍ମଚାରୀଙ୍କ…

ଗିରଫ ହେଲା କରିତକର୍ମା ପିଇଓ: ବାବୁଙ୍କର ରହିଛି ୬ଟି ଦାମୀ ପ୍ଲଟ, ତିନିମହଲା ଘର ଓ ମାର୍କେଟ କମ୍ପ୍ଲେକ୍ସ

ଗିରଫ ହେଲା କରିତକର୍ମା ପିଇଓ । କେନ୍ଦୁଝର ଜିଲ୍ଲା ହାଟଡିହିର ବଞ୍ଚୋ ପିଇଓ ଜିତେନ୍ଦ୍ର କୁମାର ଜେନା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ବିଭିନ୍ନ ବ୍ୟାଙ୍କ ଓ ଇନସ୍ୟୁରାନ୍ସରେ ତାଙ୍କର ୩୪ ଲକ୍ଷ ଟଙ୍କା ଥିବା ଜଣାପଡିଛି । ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କର…

ସମ୍ବଲପୁର ସେଟଲମେଣ୍ଟ ଅଫିସର ବରିଷ୍ଠ ରାଜସ୍ବ ସହାୟକ ଗିରଫ, ରେଡ୍‌ ବେଳେ ବାବୁଙ୍କ ୧୬ଟି ପ୍ଲଟ୍‌ ଠାବ

ଭୁବନେଶ୍ୱର : ସମ୍ବଲପୁର ସେଟଲମେଣ୍ଟ ଅଫିସର ବରିଷ୍ଠ ରାଜସ୍ବ ସହାୟକ ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବାସୁଦେବ ଭୋଇଙ୍କୁ ବାନ୍ଧିଲା ଭିଜିଲାନ୍ସ । ତାଙ୍କର ବରଗଡ଼ ସହରରେ ଏକ ବହୁତଳ କୋଠା, ସମ୍ବଲପୁର ସହରରେ ଗୋଟିଏ ବିଲଡିଂ ରହିଛି । ସେହିପରି ୧୬ଟି ମୂଲ୍ୟବାନ ପ୍ଲଟ ଠାବ ହୋଇଥିଲା…

ବିଞ୍ଝାରପୁରର ଭାରପ୍ରାପ୍ତ ତହସିଲଦାର ପ୍ରଦୀପ୍ତ କୁମାର ସେଠୀ ଗିରଫ, ଲାଞ୍ଚ ନେବା ବେଳେ କାବୁ କଲା ଭିଜିଲାନ୍ସ

କଟକ : ଯାଜପୁର ଜିଲ୍ଲା ବିଞ୍ଝାରପୁରର ଭାରପ୍ରାପ୍ତ ତହସିଲଦାର ପ୍ରଦୀପ୍ତ କୁମାର ସେଠୀଙ୍କୁ ଭିଜିଲାନ୍ସ କଟକ ଡିଭିଜନ ଗିରଫ କରି କୋର୍ଟ ଚାଲାଣ କରିଛି ।  ଜଣେ ଲିଜଧାରୀଙ୍କ ଜମି ଚିହ୍ନଟ କାର୍ଯ୍ୟକୁ ସହଜ କରିଦେବା ପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ…

ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ଶିକ୍ଷକ, ୪ ବର୍ଷ ଜେଲ

କଟକ : ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ଶିକ୍ଷକ ।  ୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହିତ ୨୦ହଜାର ଜରିମାନା ।  ଗୁଣ୍ଡୁଳିଆ ଅପ ଗ୍ରେଡେଡ଼ ହାଇସ୍କୁଲର ସହକାରୀ ଶିକ୍ଷକ ସଞ୍ଜୟ କୁମାର ମଲ୍ଲିକ ଦୋଷୀ ସାବ୍ୟସ୍ତ ।  ଏକ ସ୍କୁଲ ବିଲ୍ଡିଂ ନିର୍ମାଣ ଅର୍ଥ ହେରଫେର ଅଭିଯୋଗ ଥିଲା । …

ଲାଞ୍ଚ ନେଉଥିବା ବେଳେ ନିମାପଡ଼ା ଏନଏସି କର୍ମଚାରୀଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ

ପୁରୀ: ନିମାପଡ଼ା ଏନଏସି ଅଞ୍ଚଳର ଜଣେ ଆବେଦନକାରୀଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ନିମାପଡ଼ା ଅମିନ ବିଜୟ କୁମାର ଗ୍ରହାଚାର୍ଯ୍ୟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।  ନିମାପଡ଼ା ଅଞ୍ଚଳର ଜଣେ ଆବେଦନକାରୀଙ୍କ ସପକ୍ଷରେ ଏକ କୋଠା ଯୋଜନା ଅନୁମୋଦନ  ଓ ଫାଇଲ ପ୍ରକ୍ରିୟାକରଣ ପାଇଁ  ସେ …