Browsing Tag

arrest

ଚର୍ଚ୍ଚିତ ଜୋସେଫ ହତ୍ୟା ମାମଲା: ଗଞ୍ଜେଇ ଡିଲ୍ ରୁ ହୋଇଥିଲା ହତ୍ୟାକାଣ୍ଡ, ଦିଲ୍ଲୀରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା…

ମୋହନା (କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି - ଅନ୍ତରବା ରାସ୍ତାର ଜଗନ୍ନାଥପୁର ଛକ ରୁ ଯୁବକଙ୍କ ଗୋଡ଼ ହାତ ବନ୍ଧା ମୃତଦେହ ଜବତ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଛି ମୋହନା ପୋଲିସ । ସୂଚନା ଯୋଗ୍ୟ ଗତ ୨୩/୨/୨୦୨୨ ରେ ଜଗନ୍ନାଥପୁର ଛକର ଏକ…

କଟକ ବଡ ମେଡିକାଲରେ ରକ୍ତ ୟୁନିଟ ପିଛା ୫ ହଜାର ଟଙ୍କା ! ବାରବାଟି ଅଞ୍ଚଳର ଦଲାଲ ସୌଭାଗ୍ୟ ରଞ୍ଜନ ଗିରଫ

କଟକ(କେନ୍ୟୁଜ୍): କଟକରେ ଦଲାଲ ଗିରଫ । ଅଭିଯୁକ୍ତ ହେଲେ ବାରବାଟି ଅଞ୍ଚଳର ସୌଭାଗ୍ୟ ରଞ୍ଜନ ପତି । ବଡ ମେଡିକାଲର ରକ୍ତ ଭଣ୍ଡାରରେ ରକ୍ତ ଯୋଗାଡ କରାଇଦେବାକୁ ଅଭିଯୁକ୍ତ ୟୁନିଟ ପିଛା ୫ ହଜାର ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ଗିରଫ ସୌଭାଗ୍ୟକୁ କୋର୍ଟ ଚାଲାଣ କରାଯାଇଛି । ଏଥିସହ ପାଞ୍ଚ…

୧୦ କୋଟି ଠକେଇ କରି ଦୁଇ ନିର୍ଦ୍ଦେଶକ ଗିରଫ, ଉଭୟଙ୍କୁ ମମ୍ବାଇରୁ ଟ୍ରାଜିଂଟ ରିମାଣ୍ଡରେ ଆଣିଲା EOW

ଭୁବନେଶ୍ବର(କେନ୍ଯୁଜ୍):୧୦ କୋଟି ଠକେଇ କରି ଦୁଇ ନିର୍ଦ୍ଦେଶକ ଗିରଫ । ସେୟାର ମାର୍କେଟରେ ଟଙ୍କା ବିନିଯୋଗ କରିବାକୁ କହି ଠକେଇ ଅଭିଯୋଗରେ ମୁମ୍ବାଇରେ ଥିବା ୨ ନିର୍ଦ୍ଦେଶକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା । IAAVIC ପ୍ରାଇଭେଟ କମ୍ପାନୀର ଦୁଇ ନିର୍ଦ୍ଦେଶକ…

ଗଞ୍ଜେଇ ଚୋରା ଚାଲାଣ ସନ୍ଦେହରେ ପିକ୍‌ଅପ ଭ୍ୟାନକୁ ଅପହରଣ କରି ଡକାୟତି କରିଥିବା ଘଟଣା, ୩ ଗିରଫ

କୋରାପୁଟ(କେନ୍ଯୁଜ୍):ଗାଡି ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କୋରାପୁଟ ଟାଉନ ପୋଲିସ । ଗଞ୍ଜେଇ ଚୋରା ଚାଲାଣ ସନ୍ଦେହରେ ପିକ୍‌ଅପ ଭ୍ୟାନକୁ ଅପହରଣ କରି ଡକାୟତି କରିଥିବା ଘଟଣାରେ ଗିରଫ କରାଯାଇଛି । ଛତିଶଗଡର ୨ ଜଣ ବ୍ୟବସାୟୀ ପାଡୁଆ ଥାନା ଅଞ୍ଚଳରୁ ପଣସ କ୍ରୟ କରି ଫେରୁଥିବା ବେଳେ କିଛି…