Browsing Tag

arrested

ବେଙ୍ଗାଲୁରୁରେ ଓଡ଼ିଆ ଛାତ୍ରଙ୍କୁ ଅପହରଣ ଘଟଣା, ଗିରଫ ହେଲେ ୪ ସହପାଠୀ ବନ୍ଧୁ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ୪ ଜଣ କଲେଜ ପଢୁଆ ଛାତ୍ର ଅଫରଣ ଘଟଣାରେ ଗିରଫ ହୋଇ ଏବେ ଜେଲରେ । ଉକ୍ତ ୪ କଲେଜ ଛାତ୍ର ସେମାନଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଏଭଳି କାର୍ଯ୍ୟ କରୁଥିବା ସୂଚନା ମିଳିଛି । ସେମାନେ ଟଙ୍କା ପାଇ ନିଜ ସହପାଠୀ ଛାତ୍ର ବନ୍ଧୁ…

ଅବକାରୀ ବିଭାଗରେ ୩କୋଟି ୬୭ ଲକ୍ଷ ଟଙ୍କାର ମହାଘୋଟାଲା, ୨୪ ଲକ୍ଷ ଜବତ; ୨ଗିରଫ

ସମ୍ବଲପୁର: ଅବକାରୀ ବିଭାଗରେ ୩କୋଟି ୬୭ ଲକ୍ଷ ଟଙ୍କାର ମହାଘୋଟାଲା । ୨୪ ଲକ୍ଷ ନଗଦ ଟଙ୍କା ଜବତ ହେବା ସହ ୨ଗିରଫ । ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଛି । ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି ଟଙ୍କା ହରିଲୁଟ୍ ଅଭିଯୋଗରେ ସମ୍ବଲପୁର…

ଦିଲ୍ଲୀ ପୋଲିସ୍‌ର ବଡ଼ ସଫଳତା, ବନ୍ଧା ହେଲା ବୋମା ଧମକ ଦେଉଥିବା ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ : ବିଭିନ୍ନ ହାଇକୋର୍ଟକୁ ଧମକପୂର୍ଣ୍ଣ ମେସେଜ ଅଭିଯୋଗରେ ଜଣେ ଗିରଫ । ମହୀଶୂରରୁ ଶ୍ରୀନିବାସ ଲୁଇସଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ। ହାଇକୋର୍ଟ ଓ ସରକାରୀ ଅଫିସକୁ ପଠାଉଥିଲେ ଧମକପୂର୍ଣ୍ଣ ମେସେଜ । ୧୦୦୦ରୁ ଅଧିକ ମିଥ୍ୟା ମେସେଜ ପଠାଇବା ଅଭିଯୋଗରେ ଗିରଫ । ଅଭିଯୁକ୍ତଙ୍କୁ ଧରିବା…

ବନ୍ଧା ହେଲା ନକଲି ପୋଲିସ, ପୋଲିସ ପରିଚୟ ଦେଇ ଟ୍ରକରୁ ଚାନ୍ଦା ମାଗୁଥିବା ବେଳେ ବାନ୍ଧିଲା ଅସଲି ପୋଲିସ

ବାଲେଶ୍ବର: ବନ୍ଧା ହେଲା ନକଲି ପୋଲିସ । ପୋଲିସ ପରିଚୟ ଦେଇ ଟ୍ରକରୁ ଚାନ୍ଦା ମାଗୁଥିବା ନକଲି ପୋଲିସକୁ ବାନ୍ଧିଲା ପୋଲିସ । ବାଲେଶ୍ୱର ଜିଲ୍ଲା ଖଇରା ଅଂଚଳରେ ନକଲି ପୋଲିସ କର୍ମଚାରୀ ଗିରଫ ।  ଗିରଫ ଯୁବକ ହେଲେ ବାଲେଶ୍ବର ଖଇରା ଥାନା ଅର୍ଜୁନପୁର ଗାଁର ମିହିରରଂଜନ ଦାସ । ସୋର ଥାନା…

ମହଙ୍ଗା ପଡ଼ିଲା ଖଣ୍ଡା ଧରି ରିଲ୍ସ କରିବା, ବନ୍ଧା ହେଲେ ୩ ଯୁବକ

ଅନୁଗୁଳ: ମହଙ୍ଗା ପଡ଼ିଲା ଖଣ୍ଡା ଧରି ରିଲ୍ସ କରିବା । ବନ୍ଧାହେଲେ ୩ ଯୁବକ । ଅନୁଗୁଳ ଜିଲ୍ଲା ସୁନାକେରଜେଙ୍ଗ କ୍ରିକେଟ ପଡିଆରେ କିଛି ଯୁବକ ଖଣ୍ଡା ଓ ଭୁଜାଲି ଦେଖାଇ ସୁଶାନ୍ତ ନାୟକଙ୍କ ଜନ୍ମଦିନ ପାଳନ କରିଥିଲେ । ଖଣ୍ଡା ଧରିବା ସହ ଅଶ୍ଳୀଳ ଭାଷା କହି ଧମକପୂର୍ଣ୍ଣ ଡାଇଲଗ୍ ମାରିଥିଲେ ।…

ପ୍ରେସକଲୋନୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଥଟ୍ଟାମଜାରୁ ଯୁକ୍ତିତର୍କ ଓ ପରେ ଗୁଳିକାଣ୍ଡ, ନାଣ୍ଡୁ ସମେତ ୫ ଗିରଫ

କଟକ: କଟକ ପ୍ରେସକଲୋନୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ । ଥଟ୍ଟାମଜାରୁ ଯୁକ୍ତିତର୍କ ଓ ପରେ ଗୁଳିକାଣ୍ଡ । ନାଣ୍ଡୁ ସମେତ ୫ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଉତ୍କଳ କେଶରୀ ପଶାୟତ୍ ବନ୍ଧୁକ ଧରି ଗୁଳି ଚଳାଇ ଥିଲା । ବନ୍ଧୁକ ଆଣିଥିଲା ନାଣ୍ଡୁ ଓରଫ ଅଭିଜିତ ମହାନ୍ତି । ଘଟଣାର ତଦନ୍ତ ପାଇଁ ଏକାଧିକ…

ପ୍ରେମିକାକୁ ଲଜ୍ ରେ ରଖି ଦୁଷ୍କର୍ମ କରିବା ଅଭିଯୋଗ, ୪ ଅଟକ

ପଟ୍ଟାମୁଣ୍ଡାଇ: ପ୍ରେମିକାକୁ ଲଜ୍ ରେ ରଖି ଦୁଷ୍କର୍ମ କରିବା ଅଭିଯୋଗରେ ୪ ଅଟକ। ପ୍ରେମିକ ସମେତ ୪ ଜଣଙ୍କୁ ଅଟକ ରଖିଛି କେନ୍ଦ୍ରାପଡା ସଦର ପୋଲିସ।  ଅଭିଯୋଗ ଅନୁଯାୟୀ, ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଅଞ୍ଚଳର ଯୁବତୀଙ୍କ ସହ ପଟ୍ଟାମୁଣ୍ଡାଇ ଥାନା କଦଳୀବଣ ଗାଁର ରାହୁଲଙ୍କର ପ୍ରେମ…

ରାଜଧାନୀରେ ଖଣ୍ଡା ବୁଲିବା ଘଟଣାରେ ୪ ଗିରଫ, ବଣ୍ଟି ଓ ବରୁନକୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର : ରାଜଧାନୀରେ ଖଣ୍ଡା ବୁଲିବା ଘଟଣାରେ ୪ ଗିରଫ । ବଣ୍ଟି ଓ ବରୁନ ଗ୍ୟାଙ୍ଗର ୪ ସଦସ୍ୟ ଗିରଫ । ଖସିଗଲେ ମୁଖ୍ୟ ଅଭିଯୁକ୍ତ ବଣ୍ଟି ଓ ବରୁନ । ସାନି,ଶୁଭମ ,କାଳିଆ ସହ ମୋଟ ୪ଜଣଙ୍କୁ ଗିରଫ କଲା ତମାଣ୍ଡୋ ଥାନା ପୋଲିସ । ଚଢ଼ାଉ ବେଳେ ମୁଖ୍ୟ ଅଭିଯୁକ୍ତ ବଣ୍ଟି ଓ ବବଲୁ ସହ ଅନ୍ୟ ଜଣେ…

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ, ଗିରଫ ସ୍ପାଇଡର ସତୀକୁ ନିର୍ଦ୍ଦୋଷରେ ଖଲାସ

ଭୁବନେଶ୍ବର: ଖସିଗଲା ସ୍ପାଇଡର ସତୀ ।  ନିରଞ୍ଜନଙ୍କ ଘରୁ ଚୋରି ମାମଲାରେ ଗିରଫ ସ୍ପାଇଡର ସତୀକୁ ନିର୍ଦ୍ଦୋଷରେ ଖଲାସ କଲେ ଭୁବନେଶ୍ବର ଜେଏମଏଫସି କୋର୍ଟ-୩ । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ବର ସ୍ଥିତ ଘରୁ ଗତବର୍ଷ ଜାନୁଆରୀ ୨୪ରେ ଚୋରି ହୋଇଥିଲା ।  ସୁନା ଗହଣା ସହ…

ନିଷିଦ୍ଧାଞ୍ଚଳରୁ ମାଛ ଧରା ବୋଟ ସହ ୭ ମତ୍ସ୍ୟଜୀବୀ ଗିରଫ: ୫୦ କିଲୋ ମାଛ, ଜାଲ ଓ ଜିପିଏସ ଜବତ

ମହାକାଳପଡ଼ା : ନିଷିଦ୍ଧାଞ୍ଚଳରୁ ମାଛ ଧରା ବୋଟ ସହ ୭ ମତ୍ସ୍ୟଜୀବୀ ଗିରଫ। କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ଅଭୟରଣ୍ୟ ଗଭୀର ସମୁଦ୍ରରେ ଏକ କୁଳିଆ ମୁହାଁଣ ନିଷିଦ୍ଧଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ମାଆ ବlସୁଳେଇ -୨ ନାମକ ବୋଟ ସହ ୭ ଜଣ ମତ୍ସଜୀବୀଙ୍କୁ ଗିରଫ କରିଛି ଶାସନିପେଟା ବନବିଭାଗ ।…

ଚୋର ଗ୍ୟାଙ୍ଗର ୩ ଗିରଫ: ଚୋରି, ଡକାୟତି ଓ ଛିନତାଇ କରି ମଚାଉଥିଲେ ଆତଙ୍କ

ଛତ୍ରପୁର : ଚୋର ଗ୍ୟାଙ୍ଗର ୩ ଗିରଫ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସକୁ ସଫଳତା । ଏହି ଚୋର ଗ୍ୟାଙ୍ଗ ବିଭିନ୍ନ ଅଞ୍ଚଳରେ ଚୋରି, ଡକାୟତି ଓ ଛିନତାଇ କରି ଆତଙ୍କ ଖେଳାଇଥିଲେ ।  ଚୋରା ବାଇକ ଧରି ବିଭିନ୍ନ ବ୍ୟାଙ୍କ ଗୁଡ଼ିକରେ ଛପି ରହିଥିଲେ । ସୁବିଧା ଦେଖି ଲୋକଙ୍କ ବ୍ୟାଗ୍ ଝାମ୍ପି…

ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସ ମହମ୍ମଦୀଙ୍କୁ ଇରାନ ଗିରଫ କଲା, ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା

ଦୁବାଇ: ଇରାନ ହଠାତ୍ ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗେସ ମହମ୍ମଦୀଙ୍କୁ ଗିରଫ କରିଛି, ଯାହା ତାଙ୍କ ସମର୍ଥକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଛି। ନର୍ଗେସଙ୍କ ନାମରେ ନାମିତ ଏକ ସଂଗଠନ ଶୁକ୍ରବାର କହିଛି ଯେ ତାଙ୍କୁ ରାଜଧାନୀ ତେହେରାନରୁ ପ୍ରାୟ 680 କିଲୋମିଟର…