Browsing Tag

arrested

ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ, ୩୭୧ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ…

ନୂଆଦିଲ୍ଲୀ : ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ । ତାଙ୍କୁ ରାତି ଅଧିଆ ଗିରଫ କରିଛି ଆନ୍ଧ୍ରପ୍ରଦେଶ ସିଆଇଡି ପୋଲିସ । ରାଜ୍ୟ ଦକ୍ଷତା ବିକାଶରେ ୩୭୧ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ଲୋକାଲ ଟ୍ରେନରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିବା ପଡିଲା ମହଙ୍ଗା, ଯୁବକ ଗିରଫ

ଲୋକାଲ ଟ୍ରେନରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିବା ମାମଲାରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି ରେଲୱେ ପୋଲିସ । ଅନ୍ଧେରୀ ଷ୍ଟେସନ ପ୍ଲାଟଫର୍ମରେ ପୋଲିସ ଯୁବତଙ୍କୁ ଗିରଫ କରିଛି । ଖବର ମୁତାବକ, ମୁମ୍ବାଇ ଅନ୍ଧେରୀ ଷ୍ଟେସନରେ ସକାଳ ୧୦.୪୦ ମିନିଟରେ ୧୯ ବର୍ଷୀୟ ଛାତ୍ରୀ ଜଣକ…

ଗିରଫ ହେଲେ ଡୋନାଲ୍ଡ ଟ୍ରମ୍ପ, ଆତ୍ମସମର୍ପଣ ପରେ ମିଳିଲା ଜାମିନ

ନୂଆଦିଲ୍ଲୀ : ଗିରଫ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜର୍ଜିଆରେ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ୨୦ ମିନିଟ୍ ଜେଲରେ ରହିବା ପରେ ଜାମିନରେ ମୁକୁଳିଛନ୍ତି। ଜର୍ଜିଆ ଷ୍ଟେଟର ଆଟଲାଣ୍ଟା ର ଫୁଲଟନ କାଉଣ୍ଟି ଜେଲରେ…

ଦାଦାବଟି ମାଗି ଗିରଫ ହେଲେ ଦୁଇ ଅଭିଯୁକ୍ତ, ପିସ୍ତଲ ଓ ଜୀବନ୍ତ ଗୁଳି ଜବତ

ଗଞ୍ଜାମ : ଦାଦା ବଟି ମାଗିବା ଅଭିଯୋଗରେ ଦୁଇ ଅଭିଯୁକ୍ତକୁ ଆଜି ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ପିସ୍ତଲ, ୬ଟି ଜୀବନ୍ତ ଗୁଳି, ଗୋଟିଏ ମାଗାଜିନ, ଗୋଟିଏ ଏମସି ଓ ୨ଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ଏପ୍ରିଲ ମାସ ୧୯ ତାରିଖରେ…

ବର୍ଷକ ତଳର ରାଗ ସୁଝାଇଲେ ଦୁର୍ବୃତ୍ତ, ପୋଲିସରେ ଧରାଇ ଦେଇଥିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର (କେନ୍ୟୁଜ): ବର୍ଷକ ତଳର ରାଗ ସୁଝାଇଲେ ଦୁର୍ବୃତ୍ତ । ଚୋର ଧରାଇ ଦେବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଏହାସହ ଆକ୍ରମଣର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଆଲୋକ ଦତ୍ତଙ୍କୁ ମାଡ଼ ମାରି…

କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ ଘଟଣା: ୪୮ ଘଣ୍ଟା ପରେ ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଗିରଫ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଝାରପଡ଼ାରେ କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ମାଷ୍ଟରମାଇଣ୍ଡ ପ୍ରଭାତ ମାର୍ଥା ଓ ତା ସହଯୋଗୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପ୍ରଭାତ ହେଉଛନ୍ତି ବିଜେପିର କର୍ପୋରେଟର ପ୍ରାର୍ଥୀ । ପୂର୍ବରୁ ଏହି…

ଭିଜିଲାନ୍ସ ଇତିହାସରେ ସର୍ବାଧିକ ଲାଞ୍ଚ ! ୧୨ ଲକ୍ଷ ନେଇ କରଞ୍ଜିଆ ତହସିଲଦାର ଗିରଫ

କରଞ୍ଜିଆ (କେନ୍ୟୁଜ): ଲାଞ୍ଚ ନେଇ ବନ୍ଧା ହେଲେ ତହସିଲଦାର। ଲାଞ୍ଚ ନେବା ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକକୁ ଗିରଫ କଲା ଭିଜିଲାନ୍‌ସ। ଗିରଫ ପରେ ଆଜି ବାରିପଦା କୋର୍ଟରେ ହାଜର କରାଯିବ। ତହସିଲଦାରଙ୍କ ସହଯୋଗୀ ଫେରାର ଅଛନ୍ତି । ଭିଜିଲାନ୍ସ ଇତିହାସରେ ସର୍ବାଧିକ ଲାଞ୍ଚ ନେଉଥିଲେ…

ନୟାପଲ୍ଲୀ ଜମି ଜବରଦଖଲ ଘଟଣ : ମାଷ୍ଟରମାଇଣ୍ଡ ରାଘବ ଜେନାକୁ ଗିରଫ କଲା ସ୍ପେଶାଲ ସ୍କ୍ଵାଡ୍‌

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ଜମି ପଜେସନ୍‌ ଗ୍ୟାଙ୍ଗର କିଙ୍ଗପିନ୍‌ ଗିରଫ । ମାସେରୁ ଅଧିକ ଦିନ ଲୁଚକାଳି ଖେଳ ପରେ ମୁଖ୍ୟ କାର୍ପଟଦାର ରାଘବ ଜେନାକୁ କାବୁ କରିଛି ସ୍ପେଶାଲ ସ୍କ୍ଵାଡ୍‌ ଓ ନୂଆପଲ୍ଲୀ ଥାନା ପୋଲିସ । ତାର ଜଣେ ସହଯୋଗୀକୁ ବି ଗିରଫ କରାଯାଇଛି । ପୁରୀ ଜିଲ୍ଲାର ଏକ…

ନକଲି ବିଦେଶୀ ମଦ କାରଖାନା ଠାବ: ଜିଲ୍ଲା ପରିଷଦ ସଭ୍ୟ ସମେତ ୨ ଗିରଫ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲାରୁ ନକଲି ବିଦେଶୀ ମଦ କାରଖାନା ଠାବ । ଅବକାରୀ ବିଭାଗ ଚଢ଼ାଉ ବେଳେ ଭୁବନ ଏକତାଳି ଗାଁରୁ ଏହି ନକଲି ମଦ କାରଖାନା ଠାବ ହୋଇଛି । ଏହି ଘଟଣାରେ ଜିଲ୍ଲା ପରିଷଦ ସଭ୍ୟ, କନେଷ୍ଟବଳ ଓ ତାଙ୍କ ଭାଇ ଗିରଫ ହୋଇଛନ୍ତି । ସେମାନେ ହେଲେ ଭୁବନ ଜୋନ-୩ର ଜିଲ୍ଲା…

ଛି.. ଏ ମଣିଷକୁ.. କୁକୁର ସହିତ ଦୁଷ୍କର୍ମ କରି ହେଲେ ଗିରଫ, ଭିଡିଓ ଭାଇରଲ

ନାଗପୁରରେ ଘଟିଛି ଏମିତି ଲଜ୍ୟାଜନକ ଘଟଣା, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ନାଗପୁର ହୁଡକେଶ୍ୱର ଅଞ୍ଚଳରେ ଏମିତି ବିଚିତ୍ର ଘଟଣା ଘଟିଛି। ଏଠିକର ଜଣେ ବ୍ୟକ୍ତି କୁକୁର ସହିତ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି। ବ୍ୟକ୍ତିଙ୍କର ଏପରି କାଣ୍ଡ ସୋସିଆଲ ମିଡିଆରେ ଭାଇରଲ ହେବାର ଲାଗିଛି…

କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା, ଦିଲ୍ଲୀରୁ ନାଇଜେରିଆର ସାଇବର ଠକକୁ ଗିରଫ କଲା ଓଡ଼ିଶା ପୋଲିସ

(କେନ୍ୟୁଜ): କ୍ରାଇମବ୍ରାଞ୍ଚ ହାତରେ ବଡ଼ ସାଇବର ଠକ। ନାଇଜେରିଆର ପାଟ୍ରିକ ଚିଜୋରମ ଓରାଜାକା ଗିରଫ। ଦିଲ୍ଲୀ ଦ୍ୱାରକାରୁ ଗିରଫ କଲା ଓଡିଶା ପୋଲିସ। ଟ୍ରାନଜିଟ ରିମାଣ୍ଡରେ ଅଭିଯୁକ୍ତକୁ ଆଣିଛି ପୋଲିସ। ଆଜି କଟକ ଏସ ଡି ଯେ ଏମ୍ କୋର୍ଟରେ କରାଯିବ ହାଜର। କଟକର ଜଣେ ମହିଳାଙ୍କ ଠାରୁ ୨୮ ଲକ୍ଷ…

ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା : ଗିରଫ ଓକିଲଙ୍କ ସଂଖ୍ୟା ୧୭କୁ ବୃଦ୍ଧି, ୨୯ ଜଣଙ୍କ ଲାଇସେନ୍ସ ସସପେଣ୍ଡ

ସମ୍ବଲପୁର (କେନ୍ୟୁଜ): ପଶ୍ଚିମ ଓଡ଼ିଶାରେ କି ମୋଡ଼ ନେବ ଓକିଲଙ୍କ ଆନ୍ଦୋଳନ । ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ ୨୯ ଆଇନଜୀବୀଙ୍କ ଲାଇସେନ୍ସ ସସପେଣ୍ଡ କରାଯାଇଛି । କୋର୍ଟ ଭିତରେ ପଶି ଭଙ୍ଗାରୁଜା ଘଟଣାରେ ଏଯାଏ ୧୭ ଜଣ ଓକିଲଙ୍କୁ ଗିରଫ କରିଛି ସମ୍ବଲପୁର ଥାନା ପୋଲିସ…