Browsing Tag

arrow attack

ଆନନ୍ଦପୁର: ପୁତୁରାର ତୀରମାଡ଼ରେ ବଡବାପା ଗୁରୁତର

ଆନନ୍ଦପୁର(କେନ୍ୟୁଜ୍‌): ଆନନ୍ଦପୁର ଥାନା ତରତରା ପଞ୍ଚାୟତ ପଣସଡ଼ିହା ଗାଁ ରେ ପୁତୁରାର ତୀର ମାଡ଼ରେ ବଡବାପା ଗୁରୁତର ଆହତ ହୋଇଛନ୍ତି। ମୁରଲୀ ନାୟକ ନାମକ ଜଣେ ବ୍ୟକ୍ତି ନିଜ ଘରେ ବସି ଟିଭି ଦେଖୁଥିବା ସମୟରେ ତାଙ୍କ ପୁତୁରା ବୋଧିଆ ଅଚାନକ ତାଙ୍କୁ ତୀର ମାଡ଼ କରିଥିଲା। ତୀରଟି ମୁରଲୀଙ୍କ…

ଘଟଗାଁ : ଚଳନ୍ତା ବସ୍ ଉପରକୁ ଆଖିବୁଜା ତୀରମାଡ କଲେ ଦୁର୍ବୃତ୍ତ, ଜଣେ ଠିକା ଶ୍ରମିକ ଗୁରୁତର

ଘଟଗାଁ (କେନ୍ୟୁଜ୍): ଚଳନ୍ତା ବସ୍ ଉପରକୁ ତୀରମାଡ। ଘଟଗାଁ ହରିଚନ୍ଦନପୁର ବ୍ଲକ ଦୈତାରୀ ଓଏମ୍‌ସି ଖଣିରେ ନିୟୋଜିତ ଠିକା କମ୍ପାନୀର ଏକ ଷ୍ଟାପ୍ ବସ୍ ଉପରକୁ ଆଖିବୁଜା ତୀରମାଡ କରିଛନ୍ତି ଦୁର୍ବୃତ୍ତ। ତେବେ ବସ୍‌ରେ ଥିବା ୧୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜଣେ ଠିକା…